Odisha Link
Bridging the Missing Links in Odisha
Browsing Tag

Health

ପୁଣି ଅସୁସ୍ଥ ହେଲେ ଅମିତ ଶାହ, ଏମ୍‌ସରେ…

ନୂଆଦିଲ୍ଲୀ: ପୁଣି ଅସୁସ୍ଥ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ପୁଣିଥରେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ସ୍ବାସ୍ଥ୍ୟଗତ ସମସ୍ୟା ହେତୁ ତାଙ୍କୁ ରାତିପ୍ରାୟ ୧୧ଟା ସମୟରେ ଏମ୍‌ସରେ ଭର୍ତ୍ତି କରାଯାଇଛି ସୂଚନା ରହିଛି। ସୂଚନାଥାଉକି, ଅଗଷ୍ଟ ୨ରେ…

କରୋନା: ରାଜ୍ୟରେ ୨୫୦ ପାଖାପାଖି…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ସ୍ଥିତି। ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ୧୮୩୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ ୧୨ ଜଣଙ୍କର ମୃତ୍ୟୁ। ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୨୪୭ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

ଖଟିଆରେ ୪ କିଲୋମିଟର ବୁହାହେଲେ ରୋଗୀ

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବାଣିଗୋଚ୍ଛା ଥାନା ଅନ୍ତର୍ଗତ ବୁରୁପଲ୍ଲୀ ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଗ୍ରାମର ଜଣେ ରୋଗୀଙ୍କୁ ଖଟିିଆରେ ୪ କିଲୋମିଟର ବୋହି ଡାକ୍ତରଖାନାକୁ ପଠାଯାଇଛି। ଆଜି ପୂର୍ବାହ୍ନରେ ଗ୍ରାମର ହଜାରୀ ନାୟକ (୫୦) ହଠାତ୍‌ ସଂଜ୍ଞାହୀନ…

କରୋନା ମୁକାବିଲା: ଓଡ଼ିଶାରେ ୩୩କୁ ବୃଦ୍ଧି…

ଭୁବନେଶ୍ୱର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଥିସହିତ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ ବ୍ୟବସ୍ଥା କରିଛନ୍ତି। ରାଜ୍ୟରେ ବର୍ତ୍ତମାନ କୋଭିଡ ହସ୍ପିଟାଲ ସଂଖ୍ୟା ୩୩ରେ ପହଞ୍ଚିଛି।…

ଓଡ଼ିଶା ପ୍ରତିଷ୍ଠା କରିବ ଦେଶର ସବୁଠୁ ବଡ଼…

ଭୁବନେଶ୍ବର: ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଦେଶର ସବୁଠୁ ବଡ଼ କୋଭିଡ୍-୧୯ ଚିକିତ୍ସାଳୟ। ସମୁଦାୟ ୧୦୦୦ ଶଯ୍ୟାବିଶିଷ୍ଟ ଦୁଇଟି ହସ୍ପିଟାଲରେ କରୋନାପୀଡ଼ିତଙ୍କ ଚିକିତ୍ସା ଲାଗି ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ। ଏ ନେଇ ଆଜି ସରକାର ଦୁଇ ଘରୋଇ ହସ୍ପିଟାଲ କିମ୍‌ସ ଓ ସମ୍‌ ସହ ତ୍ରିପାକ୍ଷିତ ଚୁକ୍ତି…

ବିପଦ ବେଳେ ରାଜନୀତି

ଭୁବନେଶ୍ବର: ସାରା ଦେଶ କରୋନାର ସମ୍ଭାବ୍ୟ ସଂକ୍ରମଣ ନେଇ ଭୟଭୀତ ଥିବା ବେଳେ ଓଡ଼ିଶା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆରମ୍ଭ ହୋଇଛି ବାକ୍‌ ଯୁଦ୍ଧି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ପୁଣି ଥରେ ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ଟଣାଓଟରା ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟ ନେତା। କରୋନା ମୁକାବିଲା ପାଇଁ…

କରୋନା: ରାଜ୍ୟରେ ଖୋଲିଲା ୭୨୭୬ ଅସ୍ଥାୟୀ…

ଭୁବନେଶ୍ବର: କରୋନା ଭାଇରସର ମୁକାବିଲା ପାଇଁ ଆଜି ରାଜ୍ୟ ସରକାର ୧୪ଟି ଜିଲ୍ଲାକୁ ଲକଡାଉନ ଘୋଷଣା କରିଛନ୍ତି। ଏଥିସହିତ ‘କରୋନା’ ମୁକାବିଲା ପାଇଁ ପଞ୍ଚାୟତ ସ୍ତରରେ ଅସ୍ଥାୟୀ ଚିକିତ୍ସା ଶିବିର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟର ସମସ୍ତ ୬ ହଜାର ୭୯୮ଟି…

ଆପଣ କରୋନା ସନ୍ଦିଗ୍ଧ କି ନାହିଁ ଘରେ ବସି…

ଓଏଲ୍‌ ବ୍ୟୁରୋ: ଆପଣଙ୍କୁ ଦୁର୍ବଳ ଲାଗୁଛି କି? ଆପଣଙ୍କର କାଶ ହେଉଛଇ କି? ଶରୀରର ତାପମାତ୍ରା ଅଧିକ ଅଛିକି? ନିଦୁଆ ନିଦୁଆ ଲାଗୁଛି କି ଅଥବା ଦୁର୍ବଳ ଅନୁଭବ କରୁଛନ୍ତି କି? କରୋନା ଭୂତାଣୁ ନେଇ ଆପଣଙ୍କ ମନରେ ଭୟ ସୃଷ୍ଟି ହେଉଛି କି? କାଳେ ଆପଣ ସଂକ୍ରମିତ ହୋଇଥିବେ ଏଭଳି ଆଶଙ୍କା ମନ ଭିତରେ ବସା…

ଆଣ୍ଠୁଗଣ୍ଠି ଯନ୍ତ୍ରଣା କମାଇବ…

ଭୁବନେଶ୍ବର : ଆଜିକାଲି ଆଣ୍ଠୁଗଣ୍ଠି ଯନ୍ତ୍ରଣା ଏକ ଚିନ୍ତାର କାରଣ ପାଲଟି ଗଲାଣି । ଅଧିକାଂଶ ସମୟରେ ଏହି ପ୍ରକାର ରୋଗ ବୟସ୍କ ବ୍ୟକ୍ତିଙ୍କ ବ୍ୟତିତ ଯୁବାବସ୍ଥା ବ୍ୟକ୍ତିଙ୍କ ପାଖରେ ଦେଖିବାକୁ ମିଳୁଛି । ଏଥିରେ ପିଡ଼ିତା ଥିବା ବ୍ୟକ୍ତି ଏହି ଯନ୍ତ୍ରଣାରୁ କିପରି ଉପଶମ ପାଇବ, ସେ ନେଇ ଅଭିଜ୍ଞ ଅସ୍ଥିଶଲ୍ୟ…

ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାକୁ…

ଭୁବନେଶ୍ବର :  ଆଜି କାଲି ବ୍ୟସ୍ତ ବହୁଳତା ଜୀବନ ଜାପନରେ ଅନେକ ଲୋକ ନିଜ ଖାଦ୍ୟପାନୀୟ ବାବଦରେ ସତର୍କତା ଅବଲମ୍ବନ କରିନଥାନ୍ତି । ସାଧାରଣତଃ ସୁଆଦିଆ ଖାଦ୍ୟ ଉପରେ ଜୋର୍‌ ନ ଦେଇ ବରଂ ପୋଷକତତ୍ତ୍ବ ଭରପୂର ଖାଇବା ସ୍ବାସ୍ଥ୍ୟ ପାଇଁ ହିତକାରୀ । କରୋନା ଭାଇରସ୍ କିମ୍ବା ଅନ୍ୟ ଯେ କୌଣସି ପ୍ରକାର ସଂକ୍ରାମକ…