ନିର୍ଭୟା ମାମଲା: ଦୋଷୀଙ୍କୁ ପୃଥକ ଫାଶୀ…
ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ। ସୁପ୍ରିମକୋର୍ଟ ଦୋଷୀ ପବନ ପକ୍ଷରୁ ଦଲିଲ ରଖିବା ପାଇଁ ପୂର୍ବ ବିଚାରପତି ତଥା ବରିଷ୍ଠ ଆଇନଜୀବୀ ଅଂଜନା ପ୍ରକାଶଙ୍କୁ ଏମିକସ୍ ନିଯୁକ୍ତି ଦେଇଛନ୍ତି ।…