ମାଘରେ ନାହିଁ ଶୀତ, ରାଜଧାନୀରେ ୩୨…
ଓଏଲ୍ ବ୍ୟରୋ: ଉତ୍ତର ଭାରତରେ ଶୀତର ପ୍ରକୋପ ଅନୁଭୂତ ହେଉଥିବା ବେଳେ ଓଡ଼ିଶାରେ ଶୀତ ଅନୁଭୂତ ହେଉନାହିଁ। ମାଘ ମାସରେ ବି ରାଜ୍ୟରେ ଶୀତ ନାହିଁ। କିଛିିଦିନ ହେବ ପାହାନ୍ତିଆରେ ସାମାନ୍ୟ ଶୀତ ଅନୁଭୂତ ହେଉଥିବା ବେଳେ ସକାଳୁ କୁହୁଡ଼ି ଲାଗି ରହୁଛି। ଅନ୍ୟପଟେ ଦିନରେ ଗରମ ଅନୁଭୂତ ହେଉଛି। ଶୀତ ସରି ନଥିବା…