ଶୀତରେ ଥରୁଛି ଓଡ଼ିଶା
ଭୁବନେଶ୍ବର: ଶୀତରେ ଥରହର ସାରା ଓଡ଼ିଶା। ଶୀତର ପ୍ରକୋପ ଏମିତି ଯେ ଚଳିତବର୍ଷ ପ୍ରଥମ ତୁଷାରପାତ ହୋଇଛି ଓଡ଼ିଶାରରେ। ଏହା ସହିତ କନ୍ଧମାଳ ଜିଲ୍ଲାରେ ପ୍ରବଳ ଥଣ୍ଡା ସାଙ୍ଗକୁ ତୁଷାରପାତ ହେଉଛି। ଲଗାତର ଦ୍ୱିତୀୟ ଦିନ ପାଇଁ ଆଜି ପୁଣି ତୁଷାରପାତ ହୋଇଛି।
ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ କିଛି…