ସାଇବର ଅପରାଧକୁ ରୋକିବା ପାଇଁ ସହାୟତା…
ଭୁବନେଶ୍ୱର: ସାଇବର ଠକେଇ ରୋକିବାକୁ କମିଶନରେଟ ପୁଲିସ ପକ୍ଷରୁ ସହାୟତା ନମ୍ବର ଜାରି କରାଯାଇଛି। କମିଶନଟେ ପୁଲିସର ସ୍ପେଶାଲ ସ୍କ୍ୱାଡରେ ହେଲପ ଡେସ୍କ ଆରମ୍ଭ ହୋଇଛି। ପ୍ରାରମ୍ଭିକଭାବେ ଜଣେ ସବ ଇନସ୍ପେକ୍ଟର ଓ ୭ ଜଣ କନଷ୍ଟେବଳଙ୍କୁ ଏହାର ଦାୟିତ୍ୱ ଦିଆଯାଇଛି।
ସାଇବର ଠକେଇର ଶିକାର ହେଲେ ୧ ଘଣ୍ଟା…