ପୁରୀ କୁକୁର କାମୁଡ଼ାରେ ଶିଶୁ ମୃତ୍ୟୁ…
ଓଏଲ୍ ବ୍ୟୁରୋ: ୭ ବର୍ଷ ପରେ ମିଳିଲା କ୍ଷତିପୂରଣ। ପୁରୀର କୁକୁର କାମୁଡ଼ାରେ ଶିଶୁ ମୃତ୍ୟୁ ଘଟଣାରେ କ୍ଷତିପୂରଣ ଦେବ ପୁରୀ ପୌରପରିଷଦ। ବୁଲା କୁକୁର କାମୁଡ଼ାରେ ମୃତ ଶିଶୁ ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଥାଉକି, ୨୦୧୬ରେ ପୁରୀ ଜଗନ୍ନାଥ…