Odisha Link
Bridging the Missing Links in Odisha
Browsing Tag

Highcourt

ବଗିଚା କାମ କରିବେ ବିଡିଓ

କଟକ: ଅଦାଲତ ଅବମାନନା କରିବା ଜଣେ ପ୍ରଶାସନିକ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ଏହି ମାମଲାରେ ହାଇକୋର୍ଟ ଉକ୍ତ ପ୍ରଶାସନିକ ଅଧିକାରୀଙ୍କୁ ମାଳୀ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରଶାସନିକ ଅଧିକାରୀ ଜଣକ ହେଲେ ଭଦ୍ରକ ଜିଲା ତିହିଡି ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ। କୌଣସି ଏକ…

ସ୍ୟାଟ ଉଚ୍ଛେଦକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

ଭୁବନେଶ୍ୱର : ସ୍ୟାଟ ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାୟାର କରାଯାଇଛି। ସ୍ୟାଟ ଓକିଲ ସଂଘ ପକ୍ଷରୁ ମଙ୍ଗଳବାର ହାଇାକୋର୍ଟରେ ମାମଲା ଦାୟାର କରାଯାଇଛି। ସ୍ୟାଟ ଉଚ୍ଛେଦ ସମ୍ପର୍କିତ ଗେଜେଟ ନୋଟିଫିକେସନକୁ ଚ୍ୟାଲେଞ୍ଜ କରି ଓକିଲ ସଂଘ ପକ୍ଷରୁ ମାମଲା ଦାୟାର କରାଯାଇଛି। ତେବେ ଆସନ୍ତାକାଲି…