ଅନୁସୂଚିତ ଜାତିର ଛାତ୍ର ଛାତ୍ରୀଙ୍କ ପାଇଁ…
ନୂଆଦିଲ୍ଲୀ: ଅନୁସୂଚିତ ଜାତିର ଛାତ୍ର ଛାତ୍ରୀଙ୍କ ପାଇଁ ବଡ ଘୋଷଣା। ଆଜି ମୋଦି କ୍ୟାବିନେଟରେ ଅନୁସୂଚିତ ଜାତିର ଶିକ୍ଷାର୍ଥୀଙ୍କ ଉଚ୍ଚଶିକ୍ଷା ପାଇଁ ବଜେଟ୍ ପାରିତ ହୋଇଛି। କ୍ୟାବିନେଟରେ ୫୯ ହଜାର କୋଟିର ବଜେଟ୍ ବି ପାରିତ ହୋଇଛି।
ଅନୁସୂଚିତ ଶିକ୍ଷାର୍ଥୀ ମାନେ ମାଟ୍ରିକ୍ ପାସ୍ କରିବା ପରେ…