ସଲ୍ମାନ୍ଙ୍କୁ ନେଇ ଏମିତି କହିଲେ…
ମୁମ୍ବାଇ: ‘ବିଗ୍ ବସ୍-୧୩’ର ଟିଆରପି ବଢିବା ସହ ଘରେ ଭିତରେ କଳି ଝଗଡା, ରୋମାନ୍ସ ଟ୍ୱିଷ୍ଟ୍ ଲାଗି ରହିଥାଏ। କିଛି ଦିନ ତଳେ ଶୋ’ର ପ୍ରତିଯୋଗୀମାନେ ରହୁଥିବା ଘରେ ଯାଇ ହଠାତ୍ ସଲମାନ୍ ଖାନ୍ ପହଞ୍ଚି ଯାଇଥିଲେ ଏବଂ ରୋଷେଇ ଘରଠୁ ଆରମ୍ଭ କରି ବାଥରୁମ୍ ପର୍ଯ୍ୟନ୍ତ ସବୁ କିଛି ସଫା ସୁତୁରା କରିଥିଲେ।…