ଖୋଲିଛି ହୀରାକୁଦ ଡ୍ୟାମ, ୨୦ଟି ଗେଟ୍ରେ…
ଓଏଲ୍ ବ୍ୟୁରୋ: ଗତକାଲି ଖୋଲିଛି ହୀରାକୁଦ ଡ୍ୟାମ ଗେଟ୍। ସ୍ଲୁଇସ୍ ଗେଟ୍ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଥିବାବେଳେ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସକାଳ ୬ଟା ସୁଦ୍ଧା…