କମୁଛି ହୀରାକୁଦ ଜଳସ୍ତର, ବନ୍ଦ ହେଲା…
ଓଏଲ୍ ବ୍ୟୁରୋ: କମିଲା ହୀରାକୁଦ ଜଳସ୍ତର। ପ୍ରବେଶ ଅପେକ୍ଷା ଅଧିକ ହେଉଥିଲା ବନ୍ୟାଜଳ ନିଷ୍କାସନ। ଜଳସ୍ତର କମିଥିବାରୁ ପୂର୍ବରୁ ଖୋଲାଥିବା ସମସ୍ତ ଗେଟକୁ ବନ୍ଦ କରିଦିଆଯାଇଛି। ଖୋଲାଥିବା ହୀରାକୁଦର ସମସ୍ତ ୬ଟି ଗେଟ୍ ବନ୍ଦ କରାଯାଇଛି। ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୨.୩୯ ଫୁଟ ରହିଛି। ଜଳସ୍ତର…