ଖୋଲିଲା ହୀରାକୁଦ ଡ୍ୟାମ୍ର ୪୪ଟି ଗେଟ
ଭୁବନେଶ୍ୱର : ଉପରମୁଣ୍ଡ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ନଦୀବନ୍ଧର ଜଳସ୍ତର ବଢିଚାଲିଛି। ମହାନଦୀରେ ବନ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ ମଧ୍ୟରାତ୍ରିରେ ନଦୀବନ୍ଧର ଆଉ ଦୁଇଟି ଓ ସକାଳେ ଆଉ ଦୁଇଟି ସ୍ଲୁଇସ ଗେଟ୍ ଖୋଲିବାକୁ ନିର୍ଦ୍ଦେଶ ଦିଆଯିବା ପରେ ଖୋଲିଥିବା ଗେଟ୍ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି…