Odisha Link
Bridging the Missing Links in Odisha
Browsing Tag

Holiday

ରଥଯାତ୍ରା ପାଇଁ ୨ ଦିନ ସରକାରୀ ଛୁଟି,…

ଓଏଲ୍‌ ବ୍ୟୁରୋ: ଚଳିତ ବର୍ଷ ରଥଯାତ୍ରା ପାଇଁ ଦୁଇ ଦିନ ସରକାରୀ ଛୁଟି। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁରୀ ସମୀକ୍ଷା ବୈଠକରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ଦେଲେ ନିର୍ଦ୍ଧେଶ। ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ…

ଶୁକ୍ରବାର ପରିବର୍ତ୍ତେ ଶନିବାର ମହରମ୍‌…

ଓଏଲ୍‌ ବ୍ୟୁରୋ: ଇସଲାମ୍‌ ଧର୍ମାବଲମ୍ବୀଙ୍କ ମହରମ୍‌ ପର୍ବ ପାଇଁ ୨୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଶୁକ୍ରବାର ପରିବର୍ତ୍ତେ ଶନିବାରକୁ ଛୁଟି ଘୋଷଣା କରିଛନ୍ତି ସରକାର। ଏନେଇ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ଏହି ଦିନ ରାଜ୍ୟର…

ଜୁଲାଇ ମାସରେ ୧୫ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ: ଜୁଲାଇ ମାସରେ ବ୍ୟାଙ୍କ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ କାମଥିଲେ ଶୀଘ୍ର ସାରି ଦିଅନ୍ତିୁ। କାରଣ ଜୁଲାଇ ମାସରେ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ। ଏଥିସହ ବ୍ୟାଙ୍କ ଯିବା ପୂର୍ବରୁ ଛୁଟି ଲିଷ୍ଟ ଯାଞ୍ଚ କରନ୍ତୁ। ଆରବିଆଇ ଦ୍ୱାରା ବ୍ୟାଙ୍କ ଛୁଟିଦିନ ଲିଷ୍ଟ ଜାରି ହୋଇଛି। ଜୁଲାଇରେ ୯ ଦିନ…

ଏପ୍ରିଲ ମାସରେ ୧୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ ମାସରେ ଲମ୍ବା ସମୟ ଧରି ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଏପ୍ରିଲ ମାସରେ ବ୍ୟାଙ୍କଗୁଡ଼ିକ ପ୍ରାୟତଃ ୧୦ରୁ ୧୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ଏଥି ମଧ୍ୟରୁ ୮ଟି ଛୁଟି ବିଭିନ୍ନ ପର୍ବପର୍ବାଣୀ ପାଇଁ ଥିବାବେଳେ ଅବଶିଷ୍ଟ ୬ଟି ଛୁଟି ୪ଟି ରବିବାର ଓ ୨ୟ ଓ ୪ର୍ଥ ଶନିବାର ଯୋଗୁଁ…

ଛୁଟି ଦିନରେ ବି ହେବ ଟିକାକରଣ

ଭୁବନେଶ୍ୱର: ଛୁଟି ଦିନରେ ମଧ୍ୟ କରୋନା ଟିକାକରଣ କରାଯିବ। ଟିକାକରଣ ନେଇ ଆଜି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ପ୍ରତିଦିନ ୧ଲକ୍ଷ ବରିଷ୍ଠ ନାଗରିକଙ୍କୁ ଟିକାକରଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଖରା ବଢୁଥିବାରୁ…

୨୦୨୧ରେ ସରକାରୀ ଚାକିରିଆଙ୍କୁ ମିଳିବ ୨୯…

ଭୁବନେଶ୍ବର: ମଙ୍ଗଳବାର ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ବିଜ୍ଞପ୍ତି ଜାରି କରି ୨୦୨୧ ମସିହା ପାଇଁ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ନିମନ୍ତେ ଛୁଟି ତାଲିକା ଘୋଷଣା କରିଛି। ୨୦୨୧ରେ ମୋଟ ୨୯ଦିନ ସରକାରୀ ଛୁଟି ଓ ୮ଟି ଇଚ୍ଛାଧୀନ ଛୁଟିଦିନ ଘୋଷଣା ହୋଇଛି। ଇଚ୍ଛାଧୀନ ଛୁଟିରେ ଜାନୁୟାରୀ ୨୦ରେ…

ସୂର୍ଯ୍ୟ ପରାଗ ପାଇଁ ଛୁଟି ଘୋଷଣା କଲେ…

ଭୁବନେଶ୍ୱର: ଡିସେମ୍ବର ମାସ ୨୬ ତାରିଖରେ କେତୁଗ୍ରସ୍ତ ଆଶିଂକ ସୂର୍ଯ୍ୟ ପରାଗ ହେଉଅଛି । ଏହି କାରଣରୁ ରାଜ୍ୟ ସରକାର ସରକାରୀ କାର୍ଯ୍ୟାଳୟମାନଙ୍କରେ ଛୁଟି ଘୋଷଣା କରିଛନ୍ତି । ଚଳିତ ମାସ ୨୬ ତାରିଖରେ ବର୍ଷର ଶେଷ ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ । ଓଡିଶାରେ ଆଶିଂକ ଭାବେ ସୂର୍ଯ୍ୟ ପରାଗ ଦେଖାଯିବ…

ସରକାରୀ ସେବା ଓ ଛୁଟି ପାଇଁ ପଚାରିବ କିଏ…

ରାଜ୍ୟ ସରକାର ସରକାରୀ ଅଧିକାରୀମାନଙ୍କ ପାଇଁ ୪ର୍ଥ ଶନିବାର ଛୁଟି ଘୋଷଣା କଲେ, ସେହିଭଳି ସରକାରୀ ସେବା ଲୋକମାନେ ଠିକ୍ ଠାକ୍ ପାଉଛନ୍ତି କିମ୍ବା ନାହିଁ ସେ କଥା ବୁଝିବାକୁ ଉପଦେଶ ଦେଲେ। ଏଇ ଦୁଇଟି ପ୍ରସଙ୍ଗରେ ଲୋକସରକାରରେ ଭାଷଣ ବା ନିଷ୍ପତ୍ତି ଶୁଣାଇବା ପୂର୍ବରୁ ଲୋକମତ ନିଆଯାଇପାରିଲା ନାହିଁ !…