କାନ୍ଥ ଭୁଶୁଡି ବୃଦ୍ଧ ମୃତ
ନୂଆପଡା: କାନ୍ଥ ଭୁଶୁଡି ବୃଦ୍ଧ ମୃତ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଲା କୋମନା ଥାନା ବିଶିବାହାଲ ଗାଁରେ। ରାତିରେ ଶୋଇ ଥିବା ସମୟରେ ଘରର ମାଟି କାନ୍ଥ ଭୁଶୁଡି ପଡିବାରୁ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ବୃଦ୍ଧ ମୃତକ ଜଣକ ହେଉଛନ୍ତି ୬୫ ବର୍ଷୀୟ ତ୍ରିନାଥ ଭୋଇ। ଗତକାଲି ରାତିରେ ଲଗାଣ ବର୍ଷା…