Odisha Link
Bridging the Missing Links in Odisha
Browsing Tag

Home department

ଗମନାଗମନ ସୁବିଧା ପାଇଁ ମହିଳାଙ୍କୁ ମିଳିବ…

ଓଏଲ୍‌ ବ୍ୟୁରୋ : ମହିଳାଙ୍କୁ ଆହୁରି ସ୍ୱାବଲମ୍ବୀ କରିବା ପାଇଁ ଗୃହ ନଗର ଉନ୍ନୟନ ବିଭାଗର ନୂତନ ପ୍ରଚେଷ୍ଟା। ୮ ହଜାର ସ୍ୱୟଂ ସହାୟକ ମହିଳା, ଟ୍ରାନ୍ସଜେଣ୍ଡର ଓ ଅଳିଆ ଉଠାଳିଙ୍କୁ ମିଳିବ ସାଇକେଲ। ଯେଉଁମାନେ ନଗର ବିଭାଗ ଅଧୀନରେ ଥିବା ବିଭିନ୍ନ ସଂସ୍ଥାରେ କାମ କରୁଛନ୍ତି, ସେମାନଙ୍କ ଗମନାଗମନ ସୁବିଧା…

ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀକୁ…

ଓଏଲ୍ ବ୍ୟୁରୋ: କରୋନା ମହାମାରୀ ପାଇଁ ସାରା ଦେଶରେ କଟକଣା ଲାଗିରହିଥିବାବେଳେ ବିଧାନସଭାରେ ମଧ୍ୟ ସମୟକୁ ପରିବର୍ତ୍ତନ କରାଯାଇଥିଲା। ସାମ୍ବାଦିକଙ୍କୁ ବିଧାନସଭା ପ୍ରେସ ଗ୍ୟାଲେରୀକୁ ଯିବା ପାଇଁ ମଧ୍ୟ କଟକଣା କରାଯାଇଥିଲା। ବର୍ତ୍ତମାନ କଟକଣାରେ ପୂର୍ଣ୍ଣଛେଦ ପଡିଛି। ଗୃହକାର୍ଯ୍ୟ ୧ଘଣ୍ଟା ଅଧିକ ଚାଲିବ।…

ଭାରତ ବନ୍ଦ: ରାଜ୍ୟର ସମସ୍ତ…

ଭୁବନେଶ୍ବର: ଆସନ୍ତା କାଲି ଭାରତ ବନ୍ଦ ନେଇ ସତର୍କ ରହିବାକୁ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖା ଯାଇଛି। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ରାଜ୍ୟ ଗୃହ ବିଭାଗ। କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ପାଳନ କରିବେ ଚାଷୀ ସଂଗଠ। ବନ୍ଦ ବେଳେ ଗାଡ଼ି-ମଟର ଓ ଟ୍ରେନ୍ ଅଟକାଇବା ଆଶଙ୍କା।…

କରୋନା କଟକଣାରେ ହେବ ସ୍ବାଧୀନତା ଦିବସ,…

ଭୁବନେଶ୍ବର: ଅଗଷ୍ଟ ୧୫ ତାରିଖରେ ସଗମ୍ର ଦେଶ ପାଲନ କରିବ ସ୍ବାଧୀନତା ଦିବସ। କରୋନା କାଳରେ ସ୍ବାଧୀନତା ଦିବସ ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର। ଏନେଇ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କ ନିକଟକୁ ଚିଠି ଲେଖିଛି ଗୃହ ବିଭାଗ। ଗାଇଡଲାଇନ୍ ଅନୁସାରେ, ସକାଳ ୯ଟାରେ ହେବ ପତାକା ଉତ୍ତୋଳନ। କୌଣସି…

ଏନଆରସିକୁ ନେଇ ସଫେଇ ଦେଲେ ସରକାର, କହିଲେ…

ନୂଆଦିଲ୍ଲୀ: ସାରା ଦେଶରେ ନାଗରିକତା ସଂଶୋଧନ ଆଇନ୍(ସିଏଏ) ଓ ଏନଆରସିକୁ ନେଇ ସରକାରଙ୍କୁ ବିରୋଧ ପ୍ରଦର୍ଶନ କରାଯାଉଛି। ଅନ୍ୟପଟେ କେନ୍ଦ୍ର ସରକାର ଆଜି ସଂସଦରେ ଏହାକୁ ନେଇ ଲିଖିତ ଭାବେ ଉତ୍ତର ଦେଇଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଏନଆରସି ଲାଗୁ କରିବାକୁ ନେଇ ଏପର୍ଯ୍ୟନ୍ତ କେନ୍ଦ୍ର ସରକାର…

ବିରୋଧ ଓ ସମର୍ଥନ ମଧ୍ୟରେ ସାରା ଦେଶରେ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ଓ ସମର୍ଥନ ଚାଲିଛି। ଏହାରି ମଧ୍ୟରେ ଜାନୁଆରୀ ୧୦ (ଶୁକ୍ରବାର) ସାରା ଦେଶରେ ଲାଗୁ ହେଲା ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)। ଏନେଇ କେନ୍ଦ୍ର ସରକାର ଗତକାଲି(ଶୁକ୍ରବାର) ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହାରି ଫଳରେ ସାରା ଦେଶରେ ଲାଗୁ…

ଗୃହ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକ,…

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ସୁରକ୍ଷାକୁ ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀରେ ମଙ୍ଗଳବାର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରାଯାଇଛି। ବୈଠକରେ ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ,…

ମୁଖ୍ୟମନ୍ତ୍ରୀଙ୍କ ବିଭାଗରେ ବିକୃତ ଭାଷା

ଭୁବନେଶ୍ବର: ଓଡ଼ିଶାରେ ଶାସନ ଓଡ଼ିଆ ଭାଷାରେ ହେବା ନେଇ ନିୟମ ପ୍ରଣୟନ ହୋଇଥିଲେ ହେଁ ଏହା କାର୍ଯ୍ୟକାରୀ ହେଉନାହିଁ। ନାମଫଳକ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ ହୋଇଛି ସତ। କିନ୍ତୁ ଘରୋଇ ଅନୁଷ୍ଠାନ ଦୂରର କଥା, ଏଯାଏଁ ବହୁ ସରକାରୀ ଅନୁଷ୍ଠାନର ନାମଫଳକରେ କେବଳ ଇଂରାଜୀ ଝଟକୁଛି। ଏଭଳି ସମୟରେ ଖୋଦ୍‌…

ଆଇନ ଅନୁସାରେ ଜାତିର ପିତା ନୁହଁନ୍ତି…

ନୂଆଦିଲ୍ଲୀ: କିଛି ଦିନ ହେବ ଜାତିର ପିତାକୁ ନେଇ ଚାଲିଛି ବିତର୍କ। କାରଣ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତର ଜାତିର ପିତା ବୋଲି କହିଛନ୍ତି। ଏହାକୁ କଂଗ୍ରେସ ନେତା ନାପସନ୍ଦ କରିଛନ୍ତି। ଜାତିର ପିତା ଭାବେ ମହାତ୍ମା ଗାନ୍ଧୀଙ୍କୁ…