Odisha Link
Bridging the Missing Links in Odisha
Browsing Tag

Home Isolation

ସଙ୍ଗରୋଧରେ ସଲମାନ ଖାନ୍

ମୁମ୍ବାଇ: ସଙ୍ଗରୋଧରେ ବଲିଉଡ ସୁପରଷ୍ଟାର ସଲମାନ ଖାନ। ସଲମାନଙ୍କ ଦୁଇ ଜଣ କର୍ମଚାରୀଙ୍କୁ କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ପରେ ନିଜକୁ ସଙ୍ଗରୋଧରେ ରଖିଛନ୍ତି ସଲମାନ। ସଲମାନଙ୍କ ଡ୍ରାଇଭରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କର କୋଭିଡ୍…

କରୋନା ଘରୋଇ ଚିକିତ୍ସା ପାଇଁ ସରକାର…

ଭୁବନେଶ୍ୱର: କରୋନା ମହାମାରି କମିବାର ନାଁ ଧରୁନି । ଏହା ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ସହିତ ଭ୍ୟାକସିନ୍ କେବେ ବାହାରିବ ତାହା ଜଣା ପଡ଼ି ନାହିଁ । କରୋନାରୁ ସତର୍କ ରହିବା ପାଇଁ ଡାକ୍ତର ମଧ୍ୟ ବିଭିନ୍ନ ପରାମର୍ଶ ଦେଉଛନ୍ତି। ତେବେ ଏସସିବି ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା ଏକ ଖାସ୍…

ହୋମ୍ ଆଇସୋଲେସନରେ ଭୁବନେଶ୍ୱରର ୭୫%…

ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ମହାମରୀ ହୁ ହୁ ହୋଇ ବଢି ଚାଲିଛି। କୋଭିଡକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତାଜା ଅପଡେଟ ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ସେ କହିଛନ୍ତି ଯେ, ଭୁବନେଶ୍ୱରରେ ୭୫% ଆକ୍ରାନ୍ତ ହୋମ୍ ଆଇସୋଲେସନରେ ଅଛନ୍ତି। ୬୮ଟି ଟିମ୍ ହୋମ ଆଇସୋଲେସନର ମନିଟରିଂ…

୭୦% କରୋନା ଆକ୍ରାନ୍ତ ହୋମ୍ ଆଇସୋଲେସନରେ…

ଭୁବନେଶ୍ୱର: ରାଜ୍ୟରେ ପ୍ରାୟ ହୋମ ଆଇସୋଲେସନରେ ରହି ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି। ୭୦ ପ୍ରତିଶତ କରୋନା ରୋଗୀ ହୋମ ଆଇସୋଲେସନରେ ରହୁଛନ୍ତି। ଏନେଇ ଆଜି ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି।ବିଧାୟକ, ମନ୍ତ୍ରୀ,…

ହୋମ୍‌ ଆଇସୋଲେସନରେ ବାଚସ୍ପତି…

ଭୁବନେଶ୍ୱର: ହୋମ୍‌ ଆଇସୋଲେସନରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ବାଚସ୍ପତିଙ୍କ କାର୍ଯ୍ୟାଳୟରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ହୋମ୍‌ ଆଇସୋଲେସନରେ ଅଛନ୍ତି ସୂର୍ଯ୍ୟନାରାୟଣ ପାତ୍ର। ବାଚସ୍ପତି ସୁସ୍ଥ ହେବା ପରେ କାର୍ଯ୍ୟରେ ଯୋଗଦେବେ ବୋଲି କହିଛନ୍ତି। ବିଧାନସଭା ଅଧିବେଶନ ପୂର୍ବରୁ…

ହୋମ୍ ଆଇସୋଲେସନ୍‌ ପାଇଁ ବିଏମ୍‌ସିର ନୂଆ…

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ହୋମ୍ ଆଇସୋଲେସନ୍‌ ଓ ପେଡ୍‌ ଆଇସୋଲେସନ୍‌ରେ ରହୁଥିବା ଆକ୍ରାନ୍ତଙ୍କ ପାଇଁ ବିଏମ୍‌ସିର ନୂଆ ଗାଇଡଲାଇନ। ନୂଆ ଗାଇଡଲାଇନ ମୁତାବକ ହୋମ୍ ଆଇସୋଲେସନ୍‌ରେ ରହୁଥିବା ଆକ୍ରାନ୍ତଙ୍କ ପାଇଁ ୨୪ ଘଣ୍ଟିଆ ହେଲପ୍‌ଲାଇନ୍ ନମ୍ବର ଆରମ୍ଭ କରାଯାିଛି। ଏନେଇ ବିଏମ୍‌ସି ପକ୍ଷରୁ…

ହାତୀ ବୁଡ଼ିଯାଉଛି, ଛେଳି ପଚାରୁଛି ପାଣି…

ଶୁଭ୍ରାଂଶୁ ପଣ୍ଡା ଗତକାଲି ସୁବ୍ରତ ବାଗ୍‌ଚୀ କହିଥିଲେ- ହାତୀ ବୁଡ଼ିଯାଉଛି, ହେଲେ ଛେଳି ପଚାରୁଛି ପାଣି କେତେ। କରୋନା ଭୂତାଣୁର ଭୟାବହତା ନେଇ ଓଡ଼ିଶା କରୋନା ମୁକାବିଲା ମୁଖପାତ୍ର ଶ୍ରୀ ବାଗ୍‌ଚୀ ହାତୀ ଆଉ ଛେଳିର ଉଦାହରଣ ଦେଇ ତଥାକଥିତ ବୁଦ୍ଧିମାନ ମଣିଷର ବୋକାମୀ କଥା ବଖାଣିଥିଲେ। ହେଲେ ସେଇ ସମାନ…

କରୋନା ସତର୍କତା : ଜ୍ୱର, କାଶ, ଥଣ୍ଡା…

ଭୁବନେଶ୍ବର: ଦିନକୁ ଦିନ ଦେଶରେ କରୋନା ଏହାର କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କରୋନା ପାଇଁ ଲୋକସେବା ଭବନ କର୍ମଚାରୀଙ୍କ ପାଇଁ କଟକଣା ଲାଗୁ ହୋଇଛି। ନିୟମ ମୁତାବକ, କୌଣସି ବ୍ୟକ୍ତିକୁ ଥଣ୍ଡା, ଜ୍ୱର, କାଶ ହେଉଥିଲେ ତାଙ୍କୁ ୪ ଦିନର ଛୁଟି ମିଳିବ। ଏବଂ ସେ ୧୪ ଦିନ ପାଇଁ ହୋମ…