ବୁର୍ଲା ମେଡିକାଲରେ ଅଗ୍ନିକାଣ୍ଡ
ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ ଆଣ୍ଡ ରିସର୍ଚ୍ଚ ପରିସରରରେ ଏକ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି।
ସୂଚନା ଅନୁଯାୟୀ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ ଆଣ୍ଡ ରିସର୍ଚ୍ଚ ପରିସରରେ ଥିବା ବ୍ୟାଟେରି…