Odisha Link
Bridging the Missing Links in Odisha
Browsing Tag

Hostel

୨୬ରୁ ଖୋଲିବ ହଷ୍ଟେଲ, ସରକାର କଲେ ଘୋଷଣା

ଭୁବନେଶ୍ବର: କରୋନା କାଳରେ ରାଜ୍ୟ ସରକାର କଲେ ବଡ଼ ଘୋଷଣା। ଆସନ୍ତା ୨୬ରୁ ସ୍କୁଲ ସହ ହଷ୍ଟେଲ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ହଷ୍ଟେଲ ଖୋଲିବ ବୋଲି ସରକାର ଘୋଷଣା କରିଛନ୍ତି। ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ମୁଖ୍ୟତଃ…

ବନ୍ଦ ହେବ ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି କରୋନା ସ୍ଥିତି। ଯାହାକୁ ନଜରରେ ରଖି ବିଏମସି ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଯାହାକୁ ବିରୋଧ କରି ଆଜି ପୂର୍ବାହ୍ନରେ ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ଓ ଜାତୀୟ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ହଷ୍ଟେଲ…

ଭୁବନେଶ୍ୱର: ରାଜ୍ୟରେ ସମସ୍ତ ବିଶ୍ୱବିଦ୍ୟାଳୟ ଖୋଲିବା ସହ ହଷ୍ଟେଲ ଖୋଲିବାକୁ ମିଳିଛି ଅନୁମତି। ଅନୁମତି ମିଳିବା ପରେ ଉତ୍କଳ ବିଶ୍ୱ ବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଉତ୍କଳ ବିଶ୍ୱ ବିଦ୍ୟାଳୟ ହଷ୍ଟେଲ ଅନ୍ତେବାସୀଙ୍କ ପାଇଁ କୋଭିଡ ନେଗେଟିଭ…

ୟୁଜି ଏବଂ ପିଜି ପିଲାଙ୍କ ପାଇଁ ଖୋଲିବ…

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟକୁ ବନ୍ଦ ରଖାଯାଇଥିଲା। ଫଳରେ ଅନଲାଇନ ଜରିଆରେ ପାଠପଢା ହେଉଥିଲା। ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆସନ୍ତା ୮ ତାରିଖରୁ ସ୍କୁଲ…

୧୫୦ ଛାତ୍ରୀଙ୍କ ଚୁଟି କଟାଇଲେ ସ୍କୁଲ୍…

ହାଇଦ୍ରାବାଦ: ଦେଶର ବଡ଼ ବଡ଼ ସହରରେ ଏବେ ଜଳ ଅଭାବ ଦେଖାଯାଉଛି। ସେହିପରି ତେଲେଙ୍ଗାନାର ମେଣ୍ଡକ ଅଞ୍ଚଳରେ ମଧ୍ୟ ଜଳ ଅଭାବ ଖବର ସାମ୍ନାକୁ ଆସିଛି। ହେଲେ ତେଲେଙ୍ଗାନାର ମେଣ୍ଡକରେ ଥିବା ଏକ ଆଦିବାସୀ ସ୍କୁଲରେ ଏଭଳି ଅଭାବନୀୟ ଘଟଣା ଘଟିଛି। ହଷ୍ଟେଲରେ ସବୁବେଳେ ପାଣିର ଅଭାବ ରହୁଥିଲା। ଏହି ପାଣି ସମସ୍ୟାର…