ହୋଟେଲରେ ଅଗ୍ନିକାଣ୍ଡ : ଚାଲିଗଲା…
ଓଏଲ୍ ବ୍ୟୁରୋ : ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି। ଅଗ୍ନିକାଣ୍ଡରେ ୧୦ଜୀବନ ଚାଲିଯାଇଥିବାବେଳେ ଅନେକ ଫସିରହିଥିବା ଜଣା ପଡିଛି। ଘଟଣାଟି କାମ୍ବୋଡିଆର ଏକ ହୋଟେଲ କାସିନୋରେ ହୋଇଥିବାବେଳେ ୧୦ଜଣ ମୃତ ସହ ୩୦ଜଣ ଆହତ। ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି…