ହୋଟେଲ ବ୍ୟବସାୟୀଙ୍କୁ ହତ୍ୟା
ରାଉରକେଲା: ହୋଟେଲ ବ୍ୟବସାୟୀଙ୍କୁ ହତ୍ୟା। ରାଉରକେଲା ଡିଲକ୍ସ ହୋଟେଲ ଲେନରେ ଜଣେ ହୋଟେଲ ବ୍ୟବସାୟୀଙ୍କ ଉପରେ ମଙ୍ଗଳବାର ବିଳମ୍ବିତ ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି। ବସେରା ହୋଟେଲ ମାଲିକ ସଜନ ମିତ୍ତଲଙ୍କର ଆକ୍ରମଣରେ ମୃତ୍ୟୁ ଘଟିଛି। ବ୍ୟବସାୟିକ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି।…