ଭୁବନେଶ୍ବରର ୧୧୬ ବସ୍ତି ବାସିନ୍ଦାଙ୍କୁ…
ଓଏଲ୍ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରର ୧୧୬ ଜଣ ବସ୍ତି ବାସିନ୍ଦାଙ୍କୁ ସୁଲଭ ଆବାସ ପ୍ରକଳ୍ପ ଜରିଆରେ ମିଳିଲା ଘର। ଇଡିକଲ୍ ଅଡିଟୋରିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ହିତାଧିକାରୀଙ୍କୁ ଆବଣ୍ଟନ ପତ୍ର ବଣ୍ଟନ…