୩ ମାସର ଘରଭଡ଼ା ନ ନେବା ଲାଗି ଅନୁରୋଧ କଲେ…
ଭୁବନେଶ୍ବର: କରୋନା ସହ ସାରା ଦେଶ ଲଢ଼େଇ କରୁଥିବା ବେଳେ ଲକ୍ଡାଉନ୍ କାରଣରୁ ସାଧାରଣ ଜନଜୀବନ ବେଶ୍ ପ୍ରଭାବିତ ହୋଇଛି। ବିଶେଷ କରି ସାଧାରଣ ଜନତାଙ୍କ ଅର୍ଥ ରୋଜଗାରର ମାଧ୍ୟମ ଏକପ୍ରକାର ବନ୍ଦ କରିଦେଇଛି ଲକ୍ଡାଉନ୍।
ଏ ଅବସରରେ ଓଡ଼ିଶାର ଘରମାଲିକମାନଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଅନୁରୋଧ ରଖିଛନ୍ତି…