ଅସୁରକ୍ଷିତ ମାନବିକ ଅଧିକାର
ମାନବିକ ଅଧିକାର କହିଲେ ଯେଉଁ ଅଧିକାର ପ୍ରତ୍ୟେକ ମାନବ ଉପଭୋଗ କରିଥାନ୍ତି ଓ ଯାହା ପ୍ରତ୍ୟେକଙ୍କ ନିମିତ୍ତ ସୁରକ୍ଷିତ ରହିଥାଏ। ସଭ୍ୟତାର ଉନ୍ନତି ଓ ସମାଜରେ ସୁସ୍ଥ ସହାବସ୍ଥାନ ନିମିତ୍ତ ପ୍ରତ୍ୟେକ ବ୍ୟକ୍ତି ପାଇଁ ଅଧିକାର ଅପରିହାର୍ଯ୍ୟ। ଇତିହାସକୁ ଦୃଷ୍ଟି ଦେଲେ ଏହା ସ୍ପଷ୍ଟ ଜାଣି ହୁଏ ଯେ, ମନୁଷ୍ୟର…