Odisha Link
Bridging the Missing Links in Odisha
Browsing Tag

Hyderabad

ବିଗ୍‌-ବି ଅମିତାଭ ବଚ୍ଚନ ଆହତ

ଓଏଲ୍‌ ବ୍ୟୁରୋ: ଭାରତୀୟ ସିନେମା ଜଗତର ମେଗାଷ୍ଟାର ବିଗ୍‌-ବି ଅମିତାଭ ବଚ୍ଚନ ଗୁରୁତର ଆହତ। ହାଇଦ୍ରାବାଦରେ ସୁଟିଂ ଚାଲିଥିବା ସମୟରେ ବିଗ୍‌ ବି ଆହତ ହୋଇଥିବା ସୂଚନା ରହିଛି। ହାଇଦ୍ରାବାଦରେ 'ପ୍ରୋଜେକ୍ଟ କେ' ଫିଲ୍ମର ସୁଟିଂ ଚାଲିଥିଲା। ଏକ ଆକ୍ସନ ସିନ୍‌ ସୁଟ୍‌ ବେଳେ ବିଗ୍‌-ବିଙ୍କ ପିଞ୍ଜରା ହାଡ଼ରେ…

ହାଇଦ୍ରାବାଦ: ଓଡ଼ିଆ ଯୁବକଙ୍କୁ ହତ୍ୟାକଲେ…

ହାଇଦ୍ରାବାଦ: ସ୍ଥାନୀୟ ଏକ ହୋଟେଲରେ କର୍ମଚାରୀମାନଙ୍କ ମିଳିତ ଆକ୍ରମଣରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି କମିଶନରେଟ୍‌ ପୁଲିସ। ଯୁବକଙ୍କ ପତ୍ନୀଙ୍କ ଦ୍ବାରା ପୁଲିସରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ମିିଳିଥିବା ସୂଚନା ଅନୁସାରେ ବୁଧବାର ମଧ୍ୟରାତ୍ରିରେ (୧୫-୧୬…

ମୁସଲିମ୍‌ଙ୍କୁ RSS ଶାଖାର ସମର୍ଥନ,…

ହାଇଦ୍ରାବାଦ: ଫ୍ରାନ୍ସରେ ଆତଙ୍କବାଦୀଙ୍କ ବର୍ବରତା ପରେ ସେଠାକାର ସହକାର ମୁସଲମାନଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଭାରତରେ ଇସଲାମ ସଂପ୍ରଦାୟ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଫରାସୀ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ବିରୋଧ କରାଯାଇଛି। ତେବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (RSS) ମଧ୍ୟ…

ଫ୍ରାନ୍ସ ସାମଗ୍ରୀ ବର୍ଜନ ପାଇଁ ଦାବି କଲା…

ହାଇଦ୍ରାବାଦ: ତେଲଙ୍ଗାନା କଂଗ୍ରେସ୍‌ ପକ୍ଷରୁ ଫ୍ରାନ୍ସ ରାଷ୍ଟ୍ରମୁଖ୍ୟ ଇମାନୁଏଲ୍‌ ମାକ୍ରନ୍‌ଙ୍କ ପୁତ୍ତଳିକା ଦାହ କରାଯିବା ସହ ରାଜ୍ୟରେ ଫରାସୀ ସାମଗ୍ରୀ ବିକ୍ରି ବନ୍ଦ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି। ଶୁକ୍ରବାର ଦିନ ତେଲଙ୍ଗାନା କଂଗ୍ରେସ ସଂଖ୍ୟାଲଘୁ ଶାଖା ପକ୍ଷରୁ…