କଂଗ୍ରେସକୁ ଆୟକର ବିଭାଗର ନୋଟିସ୍
ନୂଆଦିଲ୍ଲୀ: ଭାରତର ସବୁଠାରୁ ପୁରୁଣା ରାଜନୈତିକ ଦଳ ତଥା ଏବର ମୁଖ୍ୟ ବିରୋଧୀ ଦଳ ଭାରତୀୟ ଜାତୀୟ କଂଗ୍ରେସକୁ ଝଟକା। କଂଗ୍ରେସକୁ କଂଗ୍ରେସକୁ କାରଣ ଦର୍ଶାଅ ନୋଟିସ୍ ପଠାଇଛି ଆୟକର ବିଭାଗ। ଦଳର ପାଣ୍ଠି ପାଇଁ ହାଇଦ୍ରାବାଦର ଏକ କମ୍ପାନୀରୁ ଲଗାତାର କଳାଧନ ଆସିଥିବା ନେଇ ଅଭିଯୋଗ ପରେ ଏହି ନୋଟିସ୍…