ଅଡ଼ୁଆରେ ଆଇଏଏସ୍ ବିଷ୍ଣୁପଦ ସେଠୀ
ଓଏଲ୍ ବ୍ୟୁରୋ: ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀ ଅଡ଼ୁଆରେ। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ୍ର ଜିଜିଏମ୍ ଏକ ଠିକାସଂସ୍ଥାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ଏବେ ବଢ଼ିଛି ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ।
ଡିସେମ୍ବର ୧୦ ତାରିଖରେ ସିବିଆଇ…