ଟିମ୍ ଇଣ୍ଡିଆର ବିଜୟ ମନାସି…
ନୂଆଦିଲ୍ଲୀ: ଆଉ ଅଳ୍ପ ସମୟପରେ ବିଶ୍ବକପର ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ। ଆଜିର ହାଇଭୋଲଟେଜ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ବିଶ୍ବକପ୍ ଟ୍ରଫି ପାଇଁ ଦୁଇଦଳ ମଧ୍ୟରେ ହେବ କଡ଼ା ଟକ୍କର। ତେବେ ସେମିଫାଇନାଲ ମ୍ୟାଚକୁ ନେଇ କ୍ରିକେଟପ୍ରେମୀ ମାନେ ଉତ୍ସାହିତ ଥିବା ଦେଖାଦେଇଛି। ଆଜିର…