କୋହଲିଙ୍କ ଆଉ ଏକ ବିରାଟ ରେକର୍ଡ; ପ୍ରଥମ…
ଓଏଲ୍ ବ୍ୟୁରୋ: ବିଶ୍ବର ଏକମାତ୍ର କ୍ରିକେଟର ଭାବେ ଦିନିକିଆ କ୍ରିକେଟରେ ୫୦ଟି ଶତକ ହାସଲ କରିଥିବା ରନ୍ ମେସିନ୍ ବିରାଟ କୋହଲିଙ୍କ ଆଉ ଏକ ରେକର୍ଡ। ୪ର୍ଥ ଥର ପାଇଁ ଜିତିଲେ ଆଇସିସି ଶ୍ରେଷ୍ଠ ପୁରୁଷ ଦିନିକିଆ ଖେଳାଳି ପୁରସ୍କାର ଜିତିଲେ ବିରାଟ। ୨୦୨୩ ବର୍ଷ ପାଇଁ ଏହି ପୁରସ୍କାର ଜିତିଛନ୍ତି କୋହଲି।…