୨୦୧୩ ପରଠୁ ୧୦ଟି ଆଇସିସି ଟୁର୍ଣ୍ଣାମେଣ୍ଟ…
ଓଏଲ୍ ବ୍ୟୁରୋ: ଭାରତ ପୁଣିଥରେ ଆଇସିସି ଟୁର୍ଣ୍ଣାମେଣ୍ଟର ନକ୍ଆଉଟ୍ ଷ୍ଟେଜରେ ସ୍ଥାନ ପକ୍କା କରିଛି। ଟିମ୍ ଇଣ୍ଡିଆ ଜୁନ୍ ୨୭ ତାରିଖରେ ଇଂଲଣ୍ଡ ବିପକ୍ଷରେ ଟି-୨୦ ବିଶ୍ବକପ୍ର ସେମି ଫାଇନାଲ ମୁକାବିଲା ଖେଳିବ। ୨୦୧୩ ମସିହା ପରେ ଟିମ୍ ଇଣ୍ଡିଆ ୧୧ଥର ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳୁଛି। ସେଥିରୁ ୧୦…