ଦେଶରେ ୧୦ କୋଟିରୁ ଊର୍ଦ୍ଧ୍ବ ଲୋକ ମଧୁମେହ…
ଓଏଲ୍ ବ୍ୟୁରୋ: ସାଧାରଣତଃ ମଧୁମେହ ରୋଗ ଏବେ ଧୀରେ ଧୀରେ ବ୍ୟାପିବାରେ ଲାଗିଲାଣି। ତେବେ ମଧୁମେହ ରୋଗକୁ ନେଇ ଏଭଳି ଏକ ଖବର ସାମ୍ନାକୁ ଆସିଛି, ଯାହା ଅତ୍ୟନ୍ତ ଚିନ୍ତାଜନକ। ଇଣ୍ଡିଆନ କାଉନ୍ସିଲ ଅଫ ମେଡିକାଲ ରିସର୍ଚ୍ଚର ରିପୋର୍ଟ ଅନୁସାରେ, ଦେଶରେ ୧୦ କୋଟିରୁ ଊର୍ଦ୍ଧ୍ବ ଲୋକ ମଧୁମେହ ରୋଗରେ ଆକ୍ରାନ୍ତ।…