ନୟାପଲ୍ଲୀ ଆଇଡି ମାର୍କେଟ ୩ ଦିନ ପାଇଁ…
ଭୁବନେଶ୍ବର: ଦିନକୁ ଦିନ ରାଜଧାନୀ ଭୁବନେଶ୍ବରରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। କିଛିଦିନ ହେବ ରାଜ୍ୟର ଭୁବନେଶ୍ବର ମହାନଗର ନିଗମରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ସଂକ୍ରମଣ। ଯାହାଫଳରେ ବିଏମସିର ଚିନ୍ତା ବଢ଼ିଛି।
କରୋନା ମାମଲା ବଢ଼ୁଥିବାରୁ ବିଏମସି ନେଇଛି କଡ଼ା ପଦକ୍ଷେପ। କୋଭିଡ ନିୟମ ଉଲ୍ଲଘଂନ…