IFS ଅଫିସରଙ୍କ ଘରେ ଭିଜିଲାନ୍ସ ଚଢଉ
ଭୁବନେଶ୍ୱର: IFS ଅଫିସରଙ୍କ ଘରେ ଭିଜିଲାନ୍ସ ଚଢଉ। IFS ଅଭୟକାନ୍ତ ପାଠକଙ୍କ ଘରେ କେନ୍ଦ୍ରୀୟ ସଂସ୍ଥାର ସୂଚନା କ୍ରମେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ୧୯୮୭ ବ୍ୟାଚ୍ର IFS ଅଭୟ ଅତିରିକ୍ତ PCCF ଅଛନ୍ତି।
ଭୁବନେଶ୍ବରର ୫ଟି…