Odisha Link
Bridging the Missing Links in Odisha
Browsing Tag

Iic

ଆତ୍ମସମର୍ପଣ କଲେ ମହିଳା ଆଇଆଇସି

ବାଲେଶ୍ବର: ଟାଉନ ଥାନା ତତ୍କାଳୀନ ଆଇଆଇସି ସରୋଜିନୀ ନାଏକଙ୍କ ଆଜି ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁରେ ଜୁଲାଇ ମାସରେ ମାମଲା ରୁଜୁ କରିଥିଲା ଭିଜିଲାନ୍ସ। ସେ ଜମି ଜମା ମାମଲାରେ ଲାଞ୍ଚ ନେଉଥିବା ଅଭିଯୋଗରେ ମାମଲ ହୋଇଥିଲା। ମାମଲା ରୁଜୁ ପରେ ୬ମାସ ଧରି ଫେରାର ଥିଲେ ଆଇଆଇସି।

ମହିଳା ପୁଲିସ ଇନସ୍ପେକ୍ଟରଙ୍କୁ…

ରାଉରକେଲା: ମହିଳା ପୁଲିସ ଇନସ୍ପେକ୍ଟରଙ୍କୁ ନିର୍ଯାତନା ଅଭିଯୋଗ। ବୀରମିତ୍ରପୁର ଥାନା ଆଇଆଇସି ନିଜ ସ୍ୱାମୀଙ୍କ ନାମରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଶାରୀରିକ, ମାନସିକ ନିର୍ଯାତନା ସହ ହତ୍ୟା ଉଦ୍ୟମ ଭଳି ଅଭିଯୋଗ କରିଛନ୍ତି ଆଇଆଇସି। ରାଉରକେଲା ସରକାରୀ କଲେଜରେ ଅଧ୍ୟାପକ ଥିବା ତାଙ୍କ ସ୍ୱାମୀଙ୍କ…

ନିଲମ୍ବିତ ହେଲେ ଆଇଆଇସି ସନ୍ଧ୍ୟାରାଣୀ…

କେନ୍ଦୁଝର: ନିଲମ୍ବିତ ହେଲେ ଆଇଆଇସି ସନ୍ଧ୍ୟାରାଣୀ ଜେନା। ଥାନା ଭିତରେ ଯୁବକଙ୍କୁ ନିସ୍ତୁକ ମାଡ଼ ଓ ଗୋଇଠା ମାରିବା ଘଟଣାରେ କେନ୍ଦୁଝର ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି। ପୁଲିସ୍‌ ଡିଜି ଅଭୟ ଆଇଆଇସିଙ୍କୁ ନିଲମ୍ବିତ କରିଛନ୍ତି। ଆଇଆଇସିଙ୍କର ବେଆଇନ୍‌ କାର୍ଯ୍ୟ…

ବଡ଼ଚଣା ଆଇଆଇସି ନିଲମ୍ବିତ

ଭୁବନେଶ୍ବର: ଲକ୍‌ଡାଉନ୍‌ ସମୟରେ ଆଇନ୍‌ ଭାଙ୍ଗି ସପରିବାର ଶ୍ରୀମନ୍ଦିର ଯିବା ପୁଲିସ୍‌ ବାବୁଙ୍କୁ ପଡ଼ିଲା ମହଙ୍ଗା। ଯାଜପୁର ବଡଚଣା ଥାନା ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ୍‌ ଡିଜି। ଏନେଇ ପୁଲିସ୍ ଡିଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଲକଡାଉନ ନିୟମ ଭାଙ୍ଗିବା…

ବଡ଼ଚଣାରୁ ବଡ଼ଦେଉଳ: ଆଇନ ଭାଙ୍ଗି ସପରିବାର…

ପୁରୀ: ମନ୍ଦିର ଯିବା ଦୂରର କଥା, ସାଧାରଣ ଲୋକଟିଏ ବିନା କାରଣରେ ମୁଖ୍ୟ ରାସ୍ତାକୁ ବାହାରିଲେ ପୁଲିସ କାର୍ଯ୍ୟାନୁଷ୍ଠାନର ଶିକାର ହେଉଛି, ହେବା କଥା ବି। କିନ୍ତୁ ସେଇ ପୁଲିସ ବାବୁ ଆଇନ ଆଖିରେ ଆଙ୍ଗୁଠି ଗେଞ୍ଜି ୧୧୬ କିଲୋମିଟର ବାଟ ଟପି ନିଜ ପରିବାରକୁ ଏ ଅବେଳରେ ଜଗନ୍ନାଥ ଦର୍ଶନ କରାଇବାର ଅପଚେଷ୍ଟା…

ଲାଞ୍ଚ ନେଇ ସସପେଣ୍ଡ ହେଲେ ମାଲକାନଗିରି…

ମାଲକାନଗିରି: ପୁଲିସ ବାବୁଙ୍କୁ ମହଙ୍ଗା ପଡ଼ିଛି ଲାଞ୍ଚ ନେବା। ମାଲକାନଗିରି ସଦର ମହକୁମା ଆଇଆଇସି ରଞ୍ଜନ ସାହୁଙ୍କୁ ଏକ ଲକ୍ଷ ଟଙ୍କା ଲାଞ୍ଜ ନେବା ଅଭିଯୋଗରେ ଡିଜିପି ଆର.ପି ଶର୍ମା ସସପେଣ୍ଡ କରିଛନ୍ତି।ଭିଜିଲାନ୍ସ ଜାଲରେ ମାଲକାନିଗିରି ସଦର ମହକୁମା ଥାନା ଆଇଆଇସି ରଞ୍ଜନ ସାହୁ ଧରାପଡ଼ିଥିବା ପରେ…