ବେଆଇନ ଭାବେ ଚାଲିଛି ବାଲି ଚାଲାଣ
ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଲ ତହସିଲ ଅଧୀନରେ ଥିବା ତେଲ ନଦୀ ଘାଟରୁ ବେଆଇନ ଭାବେ ଚାଲିଛି ବାଲି ଚୋରା ଚାଲାଣ । ହେଲେ ଏ ନେଇ ପ୍ରଶାସନ ନିକଟରେ କିଛି ଖବର ନାହିଁ । ବାଲି ମାଫିଆଙ୍କ ବାଲି ଚାଲାଣ ଦ୍ୱାରା ଅତିଷ୍ଠ ହୋଇପଡିଛନ୍ତି କଣ୍ଟାମାଲ ଅଞ୍ଚଳବାସୀ ।
ବେଧଡକ ଭାବରେ ଦିନ ଦ୍ୱିପ୍ରହରରେ ଚାଲିଛି…