ବ୍ରେନ୍ ମ୍ୟାଲେରିଆର ନିରାକରଣ ପାଇଁ…
ଓଏଲ୍ ବ୍ୟୁରୋ: ଓଡ଼ିଶାରେ ମ୍ୟାଲେରିଆ ରୋଗର ନିରାକରଣକୁ ନେଇ ବଡ ସଫଳତା ମିଳିଥିବା ଜଣା ପଡିଛି। ଭୁବନେଶ୍ଵର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନରେ ପ୍ରସ୍ତୁତ ହେଲା ବ୍ରେନ ମ୍ୟାଲେରିଆ ଔଷଧ। ଆଇଏଲଏସର ବରିଷ୍ଠ ବୈଜ୍ଞାନିକ ଅରୁଣ ନାଗରାଜ ଓ ତାଙ୍କ ଟିମ୍ ଏହି ଔଷଧ ବାହାର କରିଛନ୍ତି। ବ୍ରେନ୍ ମ୍ୟାଲେରିଆ…