Odisha Link
Bridging the Missing Links in Odisha
Browsing Tag

IMA

ସମସ୍ତେ କୋଭିଡ କଟକଣା ମାନ : ଆଇଏମଏ

ଓଏଲ୍‌ ବ୍ୟୁରୋ : ପୁଣି ଥରେ କରୋନାର ଭୟ ବଢ଼ିବାରେ ଲାଗିଥିବା ବେଳେ କୋଭିଡର ନିୟମ ତୁରନ୍ତ ମାନିବାକୁ ପରାମର୍ଶ ଦେଇଛନ୍ତି ଇଣ୍ଡିଆନ ମେଡିକାଲ ଆସୋସିଏସନ।  ଦ୍ରୁତ ଗତିରେ ବଢୁଥିବା କରୋନାର ନୂଆ ଭାରିଆଣ୍ଟ ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇଥିବାବେଳେ କରୋନା ଭୁତାଣୁ ଠାରୁ ଦୂରରେ ରହିବା ପାଇଁ କୋଭିଡ ନିୟମ…

ବୋଲବମ୍ ଯାତ୍ରା ବନ୍ଦ ପାଇଁ ଚିଠି ଲେଖିଲା…

ଉତ୍ତରାଖଣ୍ଡ: ଶ୍ରାବଣ ମାସରେ ମାନସିକ ରଖି ମହାପ୍ରଭୁ ଶିବଙ୍କୁ ଜଳାଭିଷେକ କରିଥାନ୍ତି କାଉଡିଆ। ପାଦରେ ଚାଲି ଚାଲି ଠାକୁରଙ୍କୁ ଜଳଲାଗି କରିବା ପାଇଁ ବିଭିନ୍ନ ଶୈବ ପୀଠରେ ଭିଡ ଜମାଇଥାନ୍ତି। ବୋଲବମ୍ ଯାତ୍ରା ଉପରେ ବନ୍ଦ କରିବାକୁ ଆଇଏମଏର ସୁପାରିଶ। କରୋନାର ସଂକ୍ରମଣ ରୋକିବାକୁ ହେଲେ କାଉଡିଆଙ୍କ…

ମୋତେ ଗିରଫ କରିବା ପାଇଁ କାହାର ସେତିକି…

ନୂଆଦିଲ୍ଲୀ: ଏଲୋପାଥିି ବିରୋଧରେ ବିବାଦୀୟ ମନ୍ତବ୍ୟ ପାଇଁ ରାମଦେବଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ବାବା ରାମଦେବଙ୍କ ବିରୋଧରେ ଦେଶଦ୍ରୋହ ମୋକଦ୍ଦମା କରାଯାଉ ବୋଲି ଦାବି କରାଯାଉଛି। ଏନେଇ ଇଣ୍ଡିଏନ ମେଡିକାଲ ଏସୋସିଏସନ (ଆଇଏମଏ) ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏହି ଦାବି ଜଣାଇଛନ୍ତି। ଏହାର…

ରାମଦେବଙ୍କୁ ହଜାରେ କୋଟିର ମାନହାନୀ…

ଉତ୍ତରାଖଣ୍ଡ: ଏଲୋପାଥି ଚିକିତ୍ସାକୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ବାବା ରାମଦେବଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଆଜି ଆଇଏମଏ ଉତ୍ତରାଖଣ୍ଡ ପକ୍ଷରୁ ରାମଦେବଙ୍କ ନାଁରେ ହଜାରେ କୋଟି ଟଙ୍କାର ମାନହାନୀ ନୋଟିସ ପଠାଯାଇଛି। ରାମଦେବଙ୍କୁ ଆଇଏମଏ ଉତ୍ତରାଖଣ୍ଡ ପଠାଇଥିବା ନୋଟିସ୍‌ରେ କହିଛି ଯେ, ଯଦି ୧୫…

ଏଲୋପାଥି ବିରୁଦ୍ଧରେ ମନ୍ତବ୍ୟ ଦେଇ…

ନୂଆଦିଲ୍ଲୀ: ଏଲୋପାଥି ମେଡିସିନ୍‌କୁ ନେଇ ବେପରୁଆ ମନ୍ତବ୍ୟ ଦେଇ ଅଡ଼ୁଆରେ ଯୋଗ ଗୁରୁ ରାମଦେବ। ବାବାଙ୍କ ମନ୍ତବ୍ୟ ନେଇ ତାଙ୍କ ବିରୋଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଭାରତୀୟ ଚିକିତ୍ସକ ସଂଘ (ଆଇଏମଏ)। ଏଲୋପାଥି ଔଷଧକୁ ନେଇ ଅଣବବୈଜ୍ଞାନିକ ମନ୍ତବ୍ୟ ଦେବା ସହ ମେଡିକାଲ ସାଇନ୍ସ…

କରୋନା: ଫୋନରେ ଦିନ ତମାମ ମାଗଣା ପରାମର୍ଶ…

ଭୁବନେଶ୍ବର: ଲକ୍‌ଡାଉନ୍‌ରେ ଥିବା ଲୋକଙ୍କ ପାଇଁ ସୁଖବର। ଆପଣଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଥିଲେ ବା ସ୍ବାସ୍ଥ୍ୟକୁ ନେଇ କୌଣସି ସମସ୍ୟା ଦେଖାଦେଲେ ଆପଣ ଡାକ୍ତରଖାନା ଓପିଡି ଯିବାର ଆବଶ୍ୟକତା ନାହିଁ। ଆପଣଙ୍କ ଫୋନରେ ଆପଣ ଅଭିଜ୍ଞ ଡାକ୍ତରଙ୍କ ଠାରୁ ମାଗଣା ପରାମର୍ଶ ପାଇପାରିବେ। ଭାରତୀୟ ଡାକ୍ତରୀ ସଙ୍ଘ…