Odisha Link
Bridging the Missing Links in Odisha
Browsing Tag

Income Tax

ବରଗଡ଼ରେ ବଡ଼ଧରଣର ଆଇଟି ରେଡ୍, ୩୦ଟି…

ଓଏଲ୍‌ ବ୍ୟୁରୋ: ବରଗଡ଼ରେ ବଡ଼ଧରଣର ଆୟକର ଚଢ଼ାଉ ହୋଇଥିବା ଖବର ସାମ୍ନାକୁ ଆସିଛି। ବରଗଡ଼ ଜିଲ୍ଲାର ୨ଟି ଘରୋଇ ପ୍ଲାଣ୍ଟ ଉପରେ ଆଇଟି ରେଡ୍ ହୋଇଛି। ଟିକସ ଫାଙ୍କିବା ଅଭିଯୋଗରେ ୩୦ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପ୍ଲାଣ୍ଟ ଅଧିକାରୀଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ାଉ ଚାଲିଛି। ଏହି…

୭୫ ବର୍ଷରୁ ଅଧିକ ବୟସ ବରିଷ୍ଠ ନାଗରିକ…

ଓଏଲ୍‌ ବ୍ୟୁରୋ : କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ତରଫରୁ ଏକ ବଡ ସୂଚନା। ଆୟକର ରିଟର୍ଣ୍ଣ ଫାଇଲ୍ କରିବାକୁ ପଡିବନି ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ତରଫରୁ ଟୁଇଟ୍ କରି ଏ ବାବଦରେ ସୂଚନା ଦିଆଯାଇଥିବାବେଳେ ଏଣିକି ୭୫ ବର୍ଷରୁ ଅଧିକ ବୟସର ବରିଷ୍ଠ…

ଦୈନିକ ଭାସ୍କରର ବିଭିନ୍ନ ଅଫିସ୍‌ରେ…

ନୂଆଦିଲ୍ଳୀ: ଦେଶର ଅଗ୍ରଣୀ ଖବରକାଗଜ ସଂସ୍ଥା ଦୈନିକ ଭାସ୍କରର ବିଭିନ୍ନ ଅଫିସ୍‌ରେ ଗୁରୁବାର ଆୟକର ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। କରୋନାରେ ଦ୍ବିତୀୟ ଲହର ସମୟରେ ଅଗ୍ରଣୀ କରୋନା ଯୋଦ୍ଧାର ପରିଚୟ ହାସଲ କରିଥିବା ଏହି ସଂସ୍ଥା ଉପରେ ଚଢ଼ାଉ ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। ‌ଦୈନିକ ଭାସ୍କରର…

ଆୟକର ଜାଲରେ ଅଭିନେତ୍ରୀ ତାପସୀ ଓ…

ମୁମ୍ବାଇ: ଆୟକର ଜାଲରେ ପଡ଼ିଲେ ବଲିଉଡ଼ ଅଭିନେତ୍ରୀ ତାପସୀ ପନ୍ନୁ, ନିର୍ଦ୍ଦେଶକ ଅନୁରାଗ କଶ୍ୟପ, ବିକାଶ ବେହଲ। ଟ୍ୟାକ୍ସ ଚୋରି ଅଭିଯୋଗରେ ଏହି ବଲିଉଡ ଷ୍ଟାରଙ୍କ ଘରେ ଚଢ଼ାଉ କରିଛି ଆୟକର ବିଭାଗ। ଏକକାଳୀନ ମୁମ୍ବାଇ ଏବଂ ପୁଣେ ସମେତ ୨୨ଟି ସ୍ଥାନରେ ଚଢ଼ାଉ କରିଛି ଆୟକର ବିଭାଗ। ପୁଣି ବଢ଼ିଲା ବଲିଉଡରେ…

ବଜେଟ ୨୦୨୧-୨୨: ୭୫ ବର୍ଷରୁ ଅଧିକ ବୟସ୍କ…

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକବର୍ଷ ପାଇଁ ସଂସଦରେ ଚାଲିଛି ବଜେଟ ଉପସ୍ଥାପନା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୭୫ ବର୍ଷରୁ ଅଧିକ ବୟସର ପେନସନଭୋଗୀମାନଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବା ଆବଶ୍ୟକ ନାହିଁ ବୋଲି କହିଛନ୍ତି। ଯେଉଁ ୭୫ ବର୍ଷରୁ ଅଧିକ ବୟସ୍କମାନଙ୍କର କେବଳ ପେନସନ୍ ଏବଂ ସୁଧ ଆୟ ଅଛି,…

ବଜେଟ ୨୦୨୦: ଟିକସ ଛାଡରେ ବଡ ରିହାତି

ନୂଆଦିଲ୍ଲୀ: ଆଜିର ବଜେଟରେ ଟିକସ ଛାଡ ଉପରେ ଏକ ବଡ ଘୋଷଣା କରଛନ୍ତି କେନ୍ଦ୍ର ସରକାର। ପୂର୍ବପରି ସରକାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ଟିକସ ଛାଡ଼ କରିଛନ୍ତି। ଅନ୍ୟପଟେ ୫ ଲକ୍ଷରୁ ୭.୫ ଲକ୍ଷ ଟଙ୍କା ବାର୍ଷିକ ଆୟ ପାଇଁ ୧୦% ଆୟକର ଦେବାକୁ ପଡ଼ିବ। ସେହିପରି ବାର୍ଷିକ ଆୟ ୭.୫ ଲକ୍ଷରୁ ୧୦ ଲକ୍ଷ…

ରାଜ୍ୟ ରାଜସ୍ବ ଆଦାୟରେ ୮.୩୯% ବୃଦ୍ଧି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ରାଜସ୍ବ ଆଦାୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ଅର୍ଥାତ୍ ଡିସେମ୍ବର ୩୧ ତାରିଖ ସୁଦ୍ଧା ରାଜ୍ୟର ରାଜସ୍ବ ଆଦାୟରେ ପ୍ରାୟ ୮.୩୯% ବୃଦ୍ଧି ଘଟି ୩୨,୦୯୭ କୋଟି ଟଙ୍କା ଆଦାୟ ହୋଇଛି। ସେହିଭଳି ନିଜସ୍ବ ଟିକସ ସୂତ୍ରରୁ ଆଦାୟ ହେଉଥିବା…