ପୁଣି ବଢ଼ିଲା ତୈଳ ଦର
ନୂଆଦିଲ୍ଲୀ: ଦେଶରେ କିଛିଦିନ ହେଲା ଲଗାତାର ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଆଜି ପୁଣି ତୈଳ ଦର ବଢିଛି। ସରକାରୀ ତେଲ କମ୍ପାନୀମାନେ ଘରୋଇ ବଜାରରେ ତୈଳ ଦର ବୃଦ୍ଧି କରିଛନ୍ତି। ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ଏବଂ ଡିଜେଲ ଲିଟର ପିଛା ୧୮ ପଇସା ବୃଦ୍ଧି କରାଯାଇଛି।…