ରାଜ୍ୟ ରାଜସ୍ବ ଆଦାୟରେ ୯% ବୃଦ୍ଧି
ଭୁବନେଶ୍ବର: ଚଳିତ ବର୍ଷ ରାଜ୍ୟ ସରକାରଙ୍କ ମୋଟ ରାଜସ୍ବ ଆଦାୟରେ ୯% ବୃଦ୍ଧି ଘଟିଛି। ଅଣ ଟିକସ ବାବଦକୁ ୭୩୯୯ କୋଟି ଟଙ୍କା ସଂଗ୍ରହ କରାଯାଇଥିବା ବେଳେ ସେଥିରେ ୧୨.୨୪% ବୃଦ୍ଧି ଘଟିଛି। ଖଣି ରାଜସ୍ବ ଆଦାୟରେ ୧୧% ଓ ଜଳ କର ଆଦାୟରେ ପ୍ରାୟ ୪୬% ବୃଦ୍ଧି ଘଟିଛି। ନିଜସ୍ବ ଟିକସରେ ୭.୫୬ ପ୍ରତିଶତ ବୃଦ୍ଧି…