Odisha Link
Bridging the Missing Links in Odisha
Browsing Tag

IND VS AUS

ସିଡନୀ ଟେଷ୍ଟରୁ ରୋହିତ ଆଉଟ୍‌ !

ଓଏଲ୍‌ ବ୍ୟୁରୋ: ଆଉ କିଛି ଘଣ୍ଟାର ଅପେକ୍ଷା। ଆରମ୍ଭ ହେବ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍। ସିଡନୀ ଗ୍ରାଉଣ୍ଡରେ ଭାରତ ଖେଳିବ କର ବା ମର ମ୍ୟାଚ୍। ତେବେ ସିଡନୀ ମ୍ୟାଚ ଅଧିନାୟକ ରୋହିତ ଶର୍ମା ଖେଳିବେ ନା ନାହିଁ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। କାରଣ ବକ୍ସିଂ ଡେ' ଟେଷ୍ଟ ହାରିବା ପରେ…

ବକ୍ସିଂ ଡେ ଟେଷ୍ଟ ହାରିଲା ଭାରତ, ୧୮୪…

ଓଏଲ୍‌ ବ୍ୟୁରୋ: ବକ୍ସିଂ ଡେ' ଟେଷ୍ଟରେ ଟିମ୍‌ ଇଣ୍ଡିଆକୁ ମାତ୍‌ ଦେଲା ଅଷ୍ଟ୍ରେଲିଆ। ୧୮୪ ରନ୍‌ରେ ପରାସ୍ତ ହୋଇଛି ଭାରତ। ଏଥିସହିତ ବର୍ଡର-ଗାଭାସ୍କର ଟ୍ରଫିରେ ୨-୧ରେ ଆଗୁଆ ରହିଛି ଅଷ୍ଟ୍ରେଲିଆ। ସବୁଠୁ ବଡ଼କଥା ହେଲା ଦ୍ବିତୀୟ ଇନିଂସ୍‌ରେ ୮ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିନାହାନ୍ତି। ଶୋଚନୀୟ ପରାଜୟ…

ମେଲବର୍ଣ୍ଣରେ ମନମୋହନ ସିଂହଙ୍କୁ ଟିମ୍‌…

ଓଏଲ୍‌ ବ୍ୟୁରୋ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ଓ ରାଜନେତା ମନମୋହନ ସିଂହ ଆଉ ନାହାନ୍ତି। ଦିଲ୍ଲୀ ଏମ୍ସରେ ଗତ ରାତିରେ ୯୨ ବର୍ଷ ବୟସ୍କ ଶ୍ରୀ ସିଂହଙ୍କ ପରଲୋକ ହୋଇଛି। ମନମୋହନଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏହି…

ଗୋଲାପି ଟେଷ୍ଟ: ୧୮୦ରେ ଟିମ୍‌ ଇଣ୍ଡିଆ…

ଓଏଲ୍‌ ବ୍ୟୁରୋ: ଆଡିଲେଡରେ ଖେଳାଯାଉଥିବା ଗୋଲାପି ଟେଷ୍ଟର ପ୍ରଥମ ଦିନରେ ଟିମ୍‌ ଇଣ୍ଡିଆ ଅଲଆଉଟ୍‌। ଭାରତୀୟ ଦଳ ମାତ୍ର ୪୪ ଓଭରରେ ସମସ୍ତ ଓ୍ବିକେଟ ହରାଇ ୧୮୦ ରନ୍‌ କରିଛି। ଭାରତୀୟ ଦଳ ପକ୍ଷରୁ ନୀତୀଶ କୁମାର ରେଡ୍ଡୀ ସର୍ବାଧିକ ସ୍କୋରରେ ଥିବାବେଳେ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ସର୍ବାଧିକ ୬ ଟି…

ପିଙ୍କ ବଲ୍‌ ଟେଷ୍ଟ ପାଇଁ ରୋହିତଙ୍କ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେବ ବର୍ଡର-ଗାଭାସ୍କର ଟ୍ରଫିର ଦ୍ବିତୀୟ ମ୍ୟାଚ୍‌। ଆଡିଲେଡ୍‌ରେ ଖେଳାଯିବାକୁ ଥିବା ପିଙ୍କ ବ‌ଲ୍‌ ଟେଷ୍ଟ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ବଡ଼ ପ୍ରତିକ୍ରିୟା ରଖିଛନ୍ତି। ରୋହିତଙ୍କ ପ୍ରତ୍ୟାବର୍ତ୍ତନ ପରେ କେଉଁ ଯୋଡ଼ି ଭାରତୀୟ ଦଳ ପାଇଁ ଅପନିଂ କରିବେ…

ପର୍ଥରେ ଅଷ୍ଟ୍ରେଲିଆର ପ୍ରଥମ ପରାଜୟ

ଓଏଲ୍‌ ବ୍ୟୁରୋ: ନିଜେ ରଚିଥିବା ଚକ୍ରବ୍ୟୁହରେ ଫସିଲା କଙ୍ଗାରୁ ବାହିନୀ। ବର୍ଡର-ଗାଭସ୍କର ଟ୍ରଫିର ପ୍ରଥମ ମ୍ୟାଚ ଜିତିଲା ଭାରତ। ପର୍ଥ ଟେଷ୍ଟରେ ୨୯୫ ରନରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ। ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ କ୍ଷେତ୍ରରେ ଅଲରାଉଣ୍ଟର ପ୍ରଦର୍ଶନ କରି ବିଜୟୀ ହୋଇଛି ଭାରତ। ୫ ମ୍ୟାଚ ବିଶିଷ୍ଟ…

ପର୍ଥ ଟେଷ୍ଟରେ ବୁମରାହଙ୍କ ବଡ଼ ରେକର୍ଡ

ଓଏଲ୍‌ ବ୍ୟୁରୋ: ପର୍ଥରେ ନୂଆ ଇତିହାସ ଲେଖିଲେ ଟିମ୍‌ ଇଣ୍ଡିଆର ଅଧିନାୟକ ଯଶପ୍ରୀତ ବୁମରାହ। ଭାରତର କାମଚଳା ଅଧିନାୟକ ବୁମରାହଙ୍କ ଫିପ୍ଲରରେ କଙ୍ଗାରୁ ବାହିନୀ ଆଣ୍ଠେଇ ଥିଲା। ୫ ଓ୍ବିକେଟ ସଫଳତା ସହିତ ବୁମରାହ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ସେ ପୂର୍ବତନ ଭାରତୀୟ ଅଧିନାୟକ କପିଲ ଦେବଙ୍କ ଏକ…

୧୦ ବର୍ଷ ପରେ ସ୍ମିଥ ହେଲେ ଗୋଲ୍ଡେନ…

ଓଏଲ୍‌ ବ୍ୟୁରୋ: ଅଷ୍ଟ୍ରେଲିଆର ଷ୍ଟାର ଟେଷ୍ଟ ବ୍ୟାଟସମ୍ୟାନ୍‌ ଷ୍ଟିଭ ସ୍ମିଥଙ୍କୁ ଶୂନରେ ଆଉଟ୍‌ କରିବା କଠିନ ନୁହେଁ କାଠିକାର ପାଠ। କାରଣ ୧୪ ବର୍ଷର କ୍ୟାରିୟରରେ ମାତ୍ର ୧୧ ଥର ଖାତା ଖୋଲି ପାରିନଥିବା ସ୍ମିଥ କେବଳ ୨ଥର ଗୋଲ୍ଡେନ ଡକ୍‌ର ଶିକାର ହୋଇଛନ୍ତି। ଅର୍ଥାତ୍‌ ପ୍ରଥମ ବଲରେ ହିଁ ମାତ୍ର ୨ଥର…

ପର୍ଥ ଟେଷ୍ଟ ପୂର୍ବରୁ ଭଲ ଖବର,…

ଓଏଲ୍‌ ବ୍ୟୁରୋ: ପର୍ଥ ଟେଷ୍ଟ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଭଲ ଖବର। ଦ୍ୱିତୀୟ ଥର ପାଇଁ ବାପା ହୋଇଥିବାରୁ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ପ୍ରଥମ ଟେଷ୍ଟ ଖେଳିବେ ନାହିଁ। ପର୍ଥରେ ଖେଳାଯିବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ସହିତ ଯୋଡ଼ି ହେବ ନିୟମିତ ଅଧିନାୟକ ରୋହିତ…

ପର୍ଥ ଟେଷ୍ଟ: ଭଲ ଖବର ଦେଲେ ବୋଲିଂ…

ଓଏଲ୍‌ ବ୍ୟୁରୋ: ଆଉ ଦିନକ ପରେ ଆରମ୍ଭ ହେବ ବର୍ଡର-ଗାଭାସ୍କର ଟ୍ରଫି। ଏହିି ମହାମୁକାବିଲା ପାଇଁ ପ୍ରସ୍ତୁତ ଭାରତ-ଅଷ୍ଟ୍ରେଲିଆ ଦଳ। ବିଶ୍ବ କ୍ରିକେଟର ଦୁଇ ଶକ୍ତିଶାଳୀ ମଧ୍ୟରେ ଦେଖିବାକୁ ମିଳିବ କଡ଼ା ଟକ୍କର। ଯାହାକୁ ଚାହିଁ ରହିଛନ୍ତି ବିଶ୍ବର ଅଗଣିତ କ୍ରିକେଟ ପ୍ରେମୀ। ପର୍ଥ ଟେଷ୍ଟ ପୂର୍ବରୁ ଟିମ୍‌…