Odisha Link
Bridging the Missing Links in Odisha
Browsing Tag

IND VS AUS

ପର୍ଥ ଟେଷ୍ଟ ଖେଳିବେନି ୨ ଷ୍ଟାର ଖେଳାଳି,…

ଓଏଲ୍‌ ବ୍ୟୁରୋ: ନଭେମ୍ବର ୨୨ ତାରିଖରେ ଆରମ୍ଭ ହେବ ବର୍ଡର-ଗାଭାସ୍କର ଟ୍ରଫି। ମୁହାଁମୁହିଁ ହେବ ବିଶ୍ବ କ୍ରିକେଟର ଦୁଇ ବାଦଶାହ ଭାରତ-ଅଷ୍ଟ୍ରେଲିଆ। କେବଳ ବିଜୟ, ସମ୍ମାନ ପାଇଁ ନୁହେଁ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ଖେଳିବାକୁ ହେଲେ ଦୁଇ ଦଳକୁ ସିରିଜ ଜିତିବାକୁ ପଡ଼ିବ। ଯେଉଁ ଦଳ ସିରିିଜ ଜିତିବ…

ଆଜି ସୁପର-୮ ମୁକାବିଲାର ବଡ଼ ଲଢ଼େଇ,…

ଓଏଲ୍‌ ବ୍ୟୁରୋ: ଆଜି ଟି-୨ହ ବିଶ୍ବକପ୍‌ ୨୦୨୪ରେ ଖେଳାଯିବ ହାଇଭୋଲଟେଜ ମୁକାବିଲା। ମୁହାଁମୁହିଁ ହେବେ ବିଶ୍ବ କ୍ରିକେଟର ଦୁଇ ଶକ୍ତିଶାଳୀ ଦଳ ଭାରତ-ଅଷ୍ଟ୍ରେଲିଆ। ଆଜି ରାତି ୮ଟାରେ ବିଶ୍ବକପ୍‌ର ୫୧ତମ ମ୍ୟାଚ୍‌ ଓ୍ବେଷ୍ଟଇଣ୍ଡିଜର ସେଣ୍ଟ ଲୁସିଆର ଡାରେନ ସାମି ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ମୁକାବିଲା ଉଭୟ…

ରାୟପୁର ଷ୍ଟାଡିୟମ୍‌ରେ ନାହିଁ ବିଦ୍ୟୁତ;…

ଓଏଲ୍‌ ବ୍ୟୁରୋ: ବର୍ତ୍ତମାନ ଭାରତ-ଅଷ୍ଟ୍ରେଲିଆ ଦ୍ବିପାକ୍ଷିକ ଟି-୨୦ ସିରିଜ ଚାଲିଛି। ପ୍ରଥମ ଦୁଇଟି ମୁକାବିଲାରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ହରାଇ ସିରିଜରେ ୨-୦ରେ ଆଗୁଆ ରହିଛି। ସିରିଜର ତୃତୀୟ ମୁକାବିଲା ନଭେମ୍ବର ୨୮ରେ ଗୁଆହାଟିରେ ଖେଳାଯିବ। ଏଥିପାଇଁ ଦଳ ଆରମ୍ଭ ଆଜି ସନ୍ଧ୍ୟାରେ ଝାଳବୁହା ପରିଶ୍ରମ…

ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ…

ଓଏଲ୍‌ ବ୍ୟୁରୋ: ଦିନିକିଆ ବିଶ୍ୱକପ ଫାଇନାଲରେ ପରାଜୟର କଷ୍ଟ ଏଯାଏ ଲୋକମାନେ ଭୁଲି ନାହାନ୍ତି। ବିଶ୍ୱକପ ଶେଷ ହୋଇଥିଲେ ହେଁ ଅଷ୍ଟ୍ରେଲିଆ ସହ ହିସାବ ବାକି ରହିଛି। ଆସନ୍ତା ୨୩ ତାରିଖରୁ ଭାରତ ଓ ‌ଅଷ୍ଟ୍ରେଲିଆ ମଧ୍ୟରେ ୫ଟିକିଆ ଟି-୨୦ ସିରିଜ ଆରମ୍ଭ ହେବ। ଏହି ସିରିଜରୁ ଭାରତ ଆସନ୍ତାବର୍ଷ ଖେଳାଯିବାକୁ…

ବିଶ୍ୱକପ୍ ମହାସମର: ଭାରତ-ଅଷ୍ଟ୍ରେଲିଆ…

ଓଏଲ୍‌ ବ୍ୟୁରୋ: ଆଉ କିଛି ଘଣ୍ଟାର ଅପେକ୍ଷା। ବିଶ୍ବର ବଡ଼ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ବଡ଼ ମୁକାବିଲା। ୨୦ ବର୍ଷ ପରେ ପୁଣିଥରେ ଫାଇନାଲ ମୁକାବିଲାରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ଅହମଦାବାଦରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ବିଶ୍ବକପ୍‌ ଫାଇନାଲ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇ…

ବିଶ୍ବକପ୍‌ ପୂର୍ବରୁ ଐତିହାସିକ ଶୃଙ୍ଖଳା…

ଓଏଲ୍‌ ବ୍ୟୁରୋ: ଆଜି ରାଜକୋଟରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ଶେଷ ମୁକାବିଲା। ଭାରତ ୨-୦ରେ ଆଗୁଆ ଥିଲେ ବି ବିଶ୍ବକପ୍‌ ପୂର୍ବରୁ ଏହି ମ୍ୟାଚ୍‌ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କାରଣ ଭାରତ ତାର ଟିମ୍‌ କମ୍ବିନେଶନ୍‌କୁ ଗୁରୁତ୍ବ ଦେବାକୁ ଚେଷ୍ଟା କରିବ। ବିଶ୍ୱକପ ପୂର୍ବରୁ ଏହା ଶେଷ…

WTC ଫାଇନାଲ: ପ୍ରଥମ ଇନିଂସରେ ୪୬୯ରନରେ…

ଓଏଲ୍‌ ବ୍ୟୁରୋ: ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମୁକାବିଲର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ଅଲ୍‌ଆଉଟ୍। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୬୯ରେ ସମସ୍ତ ଓ୍ବିକେଟ ହରାଇଛି। ଷ୍ଟିଭ ସ୍ମିଥ ୧୨୧, ଟ୍ରାଭିସ ହେଡଙ୍କ ୧୬୩ ରନ ବଳରେ ବିଶାଳ ସ୍କୋର କରିବାରେ ସକ୍ଷମ ହୋଇଛି କଙ୍ଗାରୁ ବାହିନୀ। ଅନ୍ୟପଟେ ଭାରତ…

କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା: ଖେଳାଳିଙ୍କ…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମୁକାବିଲା। ଇଂଲଣ୍ଡର ଓଭାଲ୍‌ ଗ୍ରାଉଣ୍ଡରେ ଆରମ୍ଭ ହୋଇ ସାରିଛି ବୋବାଲ୍‌। ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ। ଯାହାଫଳରେ ପ୍ରଥମେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ। ତେବେ…

ଆରମ୍ଭ ହେଲା ଓଭାଲ୍‌ରେ ବୋବାଲ୍‌:…

ଓଏଲ୍‌ ବ୍ୟୁରୋ: ଅପେକ୍ଷାର ଅନ୍ତ। ଲଣ୍ଡନର ଦ ଓଭାଲ୍‌ରେ ମଇଦାନରେ ଆରମ୍ଭ ହେଲା ବୋବାଲ। ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମହାମୁକାବିଲାରେ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଯାହାରିଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ…

WTC ଫାଇନାଲ: ମହାମୁକାବିଲା ପୂର୍ବରୁ…

ଓଏଲ୍‌ ବ୍ୟୁରୋ: ରାତିପାହିଲେ ଦ୍ବିତୀୟ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମୁକାବିଲା। ଏହି ମହାମୁକାବିଲା ପାଇଁ ମୈଦାନ ପ୍ରସ୍ତୁତ ଥିବାବେଳେ ଖେଳାଳି ବି ପ୍ରସ୍ତୁତ ରହିଛନ୍ତି। ବିଶ୍ବର ଦୁଇ ଶକ୍ତିଶାଳୀ କ୍ରିକେଟ ଦଳ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଏହି ମହାମୁକାବିଲା। ବିଶ୍ବ ଟେଷ୍ଟ…