Odisha Link
Bridging the Missing Links in Odisha
Browsing Tag

IND VS BAN

ଖେଳ ମଝିରେ ଭୁଲ୍‌ ମାଗିଲେ ରୋହିତ

ଓଏଲ୍‌ ବ୍ୟୁରୋ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଦ୍ବିତୀୟ ମ୍ୟାଚ ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ବାଂଲାଦେଶ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି। ହେଲେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ବାଂଲା ଦଳ। ଟିମ୍‌ ଇଣ୍ଡିଆର ଶାଣିତ ବୋଲିଂ ଆଗରେ ଫିକା ପଡ଼ିଛି ବାଂଲାଦେଶର ବ୍ୟାଟିଂ ଲାଇନ୍‌ ଅପ୍।…

ସୁପର-୮: ଆଜି ଭାରତ-ବାଂଲାଦେଶ ଲଢ଼େଇ,…

ଓଏଲ୍‌ ବ୍ୟୁରୋ: ସୁପର-୮ ମୁକାବିଲାର ଦ୍ବିତୀୟ ମ୍ୟାଚ୍‌ ଖେଳିବ ଟିମ୍‌ ଇଣ୍ଡିଆ। ଆଜି ବାଂଲାଦେଶକୁ ଭେଟିବ ଭାରତ। ବାଂଲାଦେଶ ବିପକ୍ଷରେ ଭାରତ ବିଜୟୀ ହେଲେ ସେମିଫାଇନାଲ୍‌ ପାଇଁ ଗୋଟିଏ ପାଦ ବଢ଼ାଇବ। ଆଜି ସନ୍ଧ୍ୟାରେ ସାର ଭିଭିଆନ୍‌ ରିଚାର୍ଡସ୍‌ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯିବ। ଗ୍ରୁପ୍‌ ଷ୍ଟେଜରେ…

ଆଉ କିଛି ସମୟ ପରେ ଭାରତ-ବାଂଲାଦେଶ…

ଓଏଲ୍‌ ବ୍ୟୁରୋ: ବାଜିସାରିଲାଣି ବିଗୁଲ। ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ଟି-୨୦ ବିଶ୍ବକପ୍‌ ମହାକୁମ୍ଭ। ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିମ୍ଭା ପୂର୍ବରୁ ଟିମ ଇଣ୍ଡିଆ ଶନିବାର ବାଂଲାଦେଶ ବିପକ୍ଷରେ ଏକମାତ୍ର ଅଭ୍ୟାସ ମ୍ୟାଚ୍‌ ଖେଳିବ। ଆମେରିକା ଓ ଭାରତର ଟାଇମ୍‌ ଜୋନ୍‌ ଭିନ୍ନଭିନ୍ନ ରହୁଥିବାରୁ କେଉଁ…

ପ୍ରଥମ ଦିନିକିଆ ହାରିବା ପରେ ଟିମ୍‌…

ଓଏଲ୍‌ ବ୍ୟୁରୋ: ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ପରାସ୍ତ ହୋଇଥିବା ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା। ଧିମା ବୋଲିଂ ପାଇଁ ଭାରତୀୟ ଖେଳାଳିଙ୍କ ଉପରେ ଆର୍ଥିକ ଦଣ୍ଡ ଲଗାଇଛି ଆଇସିସି। ଦଣ୍ଡ ସ୍ୱରୂପ ସବୁ ଖେଳାଳିଙ୍କ ମ୍ୟାଚ୍‌ ଫି’ ୮୦% କାଟି ଦିଆଯାଇଛି। ପ୍ରଥମ ଦିନିକିଆରେ ଭାରତ ଆବଶ୍ୟକ ସମୟ ଭିତରେ…

ବାଂଲାଦେଶ ସିରିଜ୍ ପୂର୍ବରୁ ଟିମ୍…

ଓଏଲ୍‌ ବ୍ୟୁରୋ: ଡିସେମ୍ବର ୪ ତାରିଖରୁ ଆରମ୍ଭ ହେବ ବାଂଲାଦେଶ-ଭାରତ ଦିନିକିଆ ସିରିଜ। ଏହି ସିରିଜ ଆରମ୍ଭ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା । ଦଳର ଷ୍ଟାର ପେସ୍‌ ବୋଲର ମହମ୍ମଦ ସାମି ଆହତ କାରଣରୁ ସିରିଜରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳ ଖେଳାଳି ଭାବେ ଯୁବ ପେସ୍‌ ବୋଲର ଉମରାନ୍‌ ମଲ୍ଲିକଙ୍କୁ ଦଳରେ…

ବର୍ଷା ଭିଜା ମ୍ୟାଚରେ ଭାରତର ରୋମାଞ୍ଚକର…

ଓଏଲ୍‌ ବ୍ୟୁରୋ: ଟିମ୍‌ ଇଣ୍ଡିଆର ରୋମାଞ୍ଚକର ବିଜୟ। ବର୍ଷା ଭିଜା ମ୍ୟାଚରେ ପଡ଼ୋଶୀ ବାଂଲାଦେଶ ଟିମ୍‌କୁ ୫ ରନ୍‌ରେ ମାତ ଦେଲା ଭାରତୀୟ କ୍ରିକେଟ ଦଳ। ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲା ବାଂଲାଦେଶ ଦଳ। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ…

ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌: ଟିମ୍‌…

ପର୍ଥ: ଭାରତ ଚଳିତ ଆଇସିସି ମହିଳା ଟି-୨୦ ବିଶ୍ୱକପରେ ତା’ର ଦ୍ୱିତୀୟ ମ୍ୟାଚରେ ବାଂଲାଦେଶକୁ ୧୮ ରନରେ ପରାସ୍ତ କରି କ୍ରମାଗତ ବିଜୟ ହାସଲ କରିଛି। ଶେଫାଳି ବର୍ମାଙ୍କ ବିସ୍ଫୋରକ ଇନିଂସ୍ ସାଙ୍ଗକୁ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଭାରତୀୟ ମହିଳା ଟିମ୍‌ ଚମତ୍କାର ବିଜୟ ଲାଭ କରିଛି। ଭାରତ ତା’ର ପ୍ରଥମ…

ମହିଳା ଟି-୨୦ ବିଶ୍ବକପ୍: ଆଜି…

ପର୍ଥ: ଆଜି ଭାରତୀୟ ମହିଳା ଦଳ ଆଇସିସି ମହିଳା ଟି-୨୦ ବିଶ୍ୱକପରେ ତା’ର ଦ୍ୱିତୀୟ ମ୍ୟାଚ ଖେଳିବ। ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ ବିପକ୍ଷରେ ଜବରଦସ୍ତ ବିଜୟ ପରେ ଆତ୍ମବିଶ୍ୱାସରେ ଭରପୂର ଭାରତ ତା’ର ଦ୍ୱିତୀୟ ମ୍ୟାଚରେ ବାଂଲାଦେଶକୁ ଭେଟିବ। ଏହି ମ୍ୟାଚ୍ ଜିତି ଭାରତ ତା’ର ବିଜୟ ଅଭିଯାନ ଜାରି…

ଗୋଲାପୀ ଟେଷ୍ଟ ମ୍ୟାଚକୁ ନେଇ ଏମିତି…

କୋଲକାତା: ଆସନ୍ତାକାଲି ଟିମ୍‌ ଇଣ୍ଡିଆ ତାର ପ୍ରଥମ ଦିବାରାଷ୍ଟ୍ର ଟେଷ୍ଟ ଏବଂ ପିଙ୍କ ବଲ ଟେଷ୍ଟ ମ୍ୟାଚ ଖେଳିବ। ଏଥିପାଇଁ ସମସ୍ତେ ପ୍ରସ୍ତୁତ। ଏନେଇ ଆଜି ଏକ୍‌ ପ୍ରେସ୍‌ କନଫରେନ୍ସ ହୋଇଥିଲା। ବିରାଟ କହିଛନ୍ତି ଯେ, ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଦିବାରାତ୍ର ଟେଷ୍ଟ ଖେଳିବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ…

ଇନ୍ଦୋର ଟେଷ୍ଟ: ଭାରତର ଇନିଂସ ବିଜୟ,…

ଇନ୍ଦୋର: ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତର ଇନିଂସ ବିଜୟ। ଏହି ମ୍ୟାଚ ଜିତି ଟିମ୍‌ ଇଣ୍ଡିଆ ଦୁଇ ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି। ଭାରତ ଓ ବାଂଲାଦେଶ ପ୍ରଥମ ଟେଷ୍ଟ ମାତ୍ର ଅଢ଼େଇ ଦିନରେ ଶେଷ ହୋଇଛି। ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନକୁ ଆଧାର କରି ବିରାଟ୍ ବ୍ରିଗେଡ୍ ବାଂଲାଦେଶକୁ ଇନିଂସ୍…