ଇନ୍ଦୋର ଟେଷ୍ଟ: ମୟଙ୍କ ଅଗ୍ରଓ୍ବାଲଙ୍କ…
ଇନ୍ଦୋର: ଇନ୍ଦୋରରେ ଆରମ୍ଭ ହୋଇଥିବା ଦୁଇ ମ୍ୟାଚ ବିଶିଷ୍ଟ ପ୍ରଥମ ମ୍ୟାଚରେ ଦୃଢ ସ୍ଥିତିରେ ଟିମ୍ ଇଣ୍ଡିଆ। ମ୍ୟାଚର ଦ୍ବୀତିୟ ଦିନରେ ଟିମ୍ ଇଣ୍ଡିଆର ଓପନର ମୟଙ୍କ ଅଗ୍ରଓ୍ବାଲ ଦ୍ବିଶତକ। ବାଂଲାଦେଶ ବିପକ୍ଷ ଟେଷ୍ଟରେ ଦ୍ବିଶତକ ଜମାଇଲେ ମୟଙ୍କ। ମୋଟ ୨୫ଟି ଚୌକା ଓ ୫ଟି ଛକା ସହାୟତାରେ ଦ୍ବିଶତକ ହାସଲ…