Odisha Link
Bridging the Missing Links in Odisha
Browsing Tag

IND VS PAK

ଆଜି ଭାରତ-ପାକିସ୍ତାନ ମହାଟକ୍କର, ୨୦ ମାସ…

ଓଏଲ୍‌ ବ୍ୟୁରୋ: ବହୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆଉ ମାତ୍ର କିଛି ଘଣ୍ଟା ପରେ ବିଶ୍ବ ଦେଖିବ ମହାଲଢ଼େଇ। ଟି-୨୦ ବିଶ୍ବକପ୍‌ ୨୦୨୪ର ହାଇଭୋଲଟେଜ ମୁକାବିଲା ଆଜି ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ। ୨୦ ମାସ ପରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଟ୍ବେଣ୍ଟି-୨୦ କ୍ରିକେଟ୍‌ ବିଶ୍ବକପ୍‌ରେ…

ବୋଲିଂ ପରେ ବ୍ୟାଟିଂରେ କମାଲ କଲା ଟିମ୍‌…

ଓଏଲ୍‌ ବ୍ୟୁରୋ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟିମ୍‌ ଇଣ୍ଡିଆର ଦମଦାର ବିଜୟ। ଦିନିକିଆ ବିଶ୍ବକପ୍‌ର ୧୨ ତମ ମୁକାବିଲାରେ ପାକିସ୍ତାନକୁ ୭ ଓ୍ବିକେଟରେ ହରାଇଲା ଭାରତ। ବୋଲିଂ ପରେ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ସହଜ ବିଜୟ ହାସଲ କରିଛି ଭାରତ। ୧୯୨ ରନର ବିଜୟ ଲକ୍ଷ୍ୟକୁ ଭାରତ ଓଭରରେ ହାସଲ କରି…

ଭାରତ-ପାକିସ୍ତାନ ମହାମୁକାବିଲା: ପ୍ରଥମେ…

ଓଏଲ୍‌ ବ୍ୟୁରୋ: ଦିନିକିଆ ବିଶ୍ବକପ୍‌ ୨୦୨୩ର ୧୨ ତମ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଭାରତ-ପାକିସ୍ତାନ। ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ପାକିସ୍ତାନ। ଗୋଟିଏ ପରିବର୍ତ୍ତନ ସହିତ…

ଆଜି ଭାରତ-ପାକିସ୍ତାନ ମହାମୁକାବିଲା:…

ଓଏଲ୍‌ ବ୍ୟୁରୋ: ଆଉ କିଛି ସମୟର ଅପେକ୍ଷା। ଦିନିକିଆ କ୍ରିକେଟ ବିଶ୍ବକପ୍‌ ୨୦୨୩ର ୧୨ ତମ ମୁକାବିଲାରେ ଦେଖିବାକୁ ମିଳିବ ଭାରତ-ପାକିସ୍ତାନ ହାଇଭୋଲଟେଜ ଟକ୍କର। ଅପରାହ୍ଣ ୨ଟାରେ ଏହି ମହାମୁକାବିଲା ଆରମ୍ଭ ହେବ। ଏଥିପାଇଁ ସଂପୂର୍ଣ୍ଣ ଅହମଦାବାଦ ସହରକୁ ହାଇ ଆଲର୍ଟରେ ରଖାଯାଇଛି। ମ୍ୟାଚ୍‌ର ୪୮ ଘଣ୍ଟା…

ପାକିସ୍ତାନ ବିପକ୍ଷରେ ଗିଲ୍‌ ଖେଳିବେ କି…

ଓଏଲ୍‌ ବ୍ୟୁରୋ: ଦିନିକିଆ ବିଶ୍ବକପ୍‌ର ୧୨ତମ ମୁକାବିଲାରେ ଶନିବାର ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ। ଯାହାପାଇଁ ଆଜିଠୁ ଆରମ୍ଭ ହୋଇ ସାରିଲାଣି କାଉଣ୍ଟଡାଉନ୍। ତେବେ ଭାରତ ପାଇଁ ବିଶ୍ୱକପର ଦୁଇଟି ମ୍ୟାଚ୍‌ ଖେଳିଥିବା ଶୁଭମନ ଗିଲ୍‌ ପାକିସ୍ତାନ ବିପକ୍ଷରେ ଖେଳିବେ କି ନାହିଁ, ତାହା ନେଇ…

ପାକିସ୍ତାନ ବିପକ୍ଷରେ ଭାରତର ବଡ଼ ବିଜୟ,…

ଓଏଲ୍‌ ବ୍ୟୁରୋ: ଏସିଆନ୍‌ ଗେମ୍ସ ୨୦୨୩ର ୭ମ ଦିନରେ ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ। ଗ୍ରୁପ୍‌ ଷ୍ଟେଜର ପୁଲ ଏ ମ୍ୟାଚରେ ପାକିସ୍ତାନକୁ ୧୦-୨ ହରାଇଛି ଭାରତୀୟ ହକି ଦଳ। ଭାରତ ହରମନପ୍ରୀତ ସିଂହ ସର୍ବାଧିକ ୪ଟି ଗୋଲ ସ୍କୋର କରିଛନ୍ତି। ପାକିସ୍ତାନ ବିପକ୍ଷରେ ଗୋଲ ଅନ୍ତର ହିସାବରେ ଭାରତର ଏହା ବୃହତ…

ଭାରତ ପାଇଁ ବର୍ଷା ଅଡ଼ୁଆ: ଆଜି…

ଓଏଲ୍‌ ବ୍ୟୁରୋ: ଶ୍ରୀଲଙ୍କାରେ ଲଗାଣ ବର୍ଷା ଯୋଗୁ ଏସିଆ କପର ସୁପର-୪ ଷ୍ଟେଜର ଭାରତ-ପାକିସ୍ତାନ ଲଢ଼େଇ ରବିବାର ଅଧାରୁ ବନ୍ଦ ହୋଇ ଯାଇଛି। ରବିବାର ରୋହିତ ଶର୍ମା ଏବଂ ଶୁବମନ ଗିଲ୍‌ଙ୍କ ଧମାକାଦାର ଆରମ୍ଭ ଅଟିକିଯିବା ପରେ ବର୍ଷା ଦାଉ ସାଜିଥିଲା। କାଲିର ଅଧୁରା ଖେଳ ଆଜି ଖେଳାଯିବ। ଭାରତ-ପାକିସ୍ତାନ ସୁପର…

ବ୍ୟାଟିଂ ବିପର୍ଯ୍ୟୟ: ୨୬୬ରେ ଟିମ୍‌…

ଓଏଲ୍‌ ବ୍ୟୁରୋ: ଏସିଆ କପ୍‌ ୨୦୨୩ର ପ୍ରଥମ ମୁକାବିଲା ଖେଳୁଥିବା ଟିମ୍‌ ଇଣ୍ଡିଆ ଅଲ୍‌ଆଉଟ୍। ପାକିସ୍ତାନ ବିପକ୍ଷ ମୁକାବିଲାରେ ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୪୮ ଓଭର ୫ ବଲ ଖେଳି ଅଲଆଉଟ୍‌ ହୋଇଛି। ପାଣ୍ଡ୍ୟାଙ୍କ ୮୭ ଓ ଇଶାନ କିଶନଙ୍କ ୮୨ ରନ ବଳରେ ଟିମ ଇଣ୍ଡିଆ ୪୮.୫ ଓଭରରେ ସମସ୍ତ …

ଏସିଆ କପ୍‌ ୨୦୨୩: ଭାରତ ବିପକ୍ଷ…

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ମହାମୁକାବିଲା। ଏସିଆ କପ୍‌ ୨୦୨୩ର ସବୁଠାରୁ ବଡ଼ ମୁକାବିଲା ଆସନ୍ତାକାଲି ଖେଳାଯିବ। ଏସିଆ କପ୍‌ର ୫୦ତମ ମ୍ୟାଚ୍‌ ଖେଳାଯିବ। ବିଶ୍ବ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ଆସନ୍ତାକାଲି ମୁହାଁମୁହିଁ ହେବେ। ଶନିବାର ଅପରାହ୍ନ ୩ଟାରେ ଭାରତ-ପାକିସ୍ତାନ…

ପ୍ରକାଶ ପାଇଲା ଏସିଆ କପ୍‌ କୀଡ଼ାସୂଚୀ:…

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ଏସିଆ କପ୍‌ ପାଇଁ ଖେଳ ସୂଚୀ। ଅଗଷ୍ଟ ୩୦ରୁ ଆରମ୍ଭ ହେବ ଏସିଆ କପ୍। ବିଶ୍ବ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ସେପ୍ଟମ୍ବର ୨ରେ ମୁହାଁମୁହିଁ ହେବେ। ଶ୍ରୀଲଙ୍କାର କେଣ୍ଡିରେ ଖେଳାଯିବ। ପ୍ରକାଶ ପାଇଥିବା କୀଡ଼ାସୂଚୀ ଅନୂସାରେ ଏଥର ଆୟୋଜକ…