Odisha Link
Bridging the Missing Links in Odisha
Browsing Tag

India

ଶତକ ପୂରଣ କଲା ଇସ୍ରୋ, ଶ୍ରୀହରିକୋଟାରୁ…

ଓଏଲ୍‌ ବ୍ୟୁରୋ: ଇତିହାସ ରଚିଲା ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ)। ଆଜି ସଫଳତାପୂର୍ବକ ଶ୍ରୀହରିକୋଟା ଅନ୍ତରୀକ୍ଷ କେନ୍ଦ୍ରରେ ଇସ୍ରୋ ୧୦୦ତମ ମିଶନର ସଫଳ ଲଞ୍ଚ କରି ବିଶ୍ବରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଆଜି ଏକ ନାଭିଗେଶନ ଉପଗ୍ରହ ଲଞ୍ଚ କରିଛି ଇସ୍ରୋ। ଇସ୍ରୋର ଅଧ୍ୟକ୍ଷ ଭାବେ…

କର୍ଣ୍ଣାଟକ ପରେ ଗୁଜରାଟରେ HMPV ଭାଇରସ୍‌…

ଓଏଲ୍‌ ବ୍ୟୁରୋ: କୋଭିଡ ମହାମାରୀ ପରେ ଏବେ ଚୀନରେ ଆତଙ୍କ ଖେଳାଉଥିବା ହ୍ୟୁମନ ମେଟାନ୍ୟୁମୋ ଭାଇରସ୍‌ (HMPV)କୁ ନେଇ ସାରା ବିଶ୍ବରେ ଛନକା। ଦିନ ଗଡ଼ିବା ସହିତ ଏହି ଭାଇରସ୍‌ କାୟା ବିସ୍ତାର କରିବାରେ ଲାଗିଛି। ଏବେ ଏହି ଭାଇରସ୍‌ ଭାରତରେ ପ୍ରବେଶ କରି ସାରିଛି। କର୍ଣ୍ଣାଟକର ବେଙ୍ଗାଲୁରୁ ପରେ ଗୁଜରାଟର…

ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା: ୩୨…

ଓଏଲ୍‌ ବ୍ୟୁରୋ: ରାଷ୍ଟ୍ରୀୟ ଖେଳ ପୁରସ୍କାର ପାଇଁ ଆଜି ବିଭିନ୍ନ କ୍ରୀଡ଼ାରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଖେଳାଳି ଓ କୋଚଙ୍କ ନାମ ଘୋଷଣା କରାଯାଇଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଇଛି। ୨୦୨୪ବର୍ଷ ପାଇଁ ଭାରତୀୟ କ୍ରୀଡ଼ା ଜଗତର ସର୍ବୋଚ୍ଚ ସମ୍ମାନ ମେଜର…

ଚାମ୍ପିୟନ୍ସ ଟ୍ରଫିକୁ ନେଇ ବଡ଼ ଖବର ଦେଲା…

ଓଏଲ୍‌ ବ୍ୟୁରୋ: ଚମ୍ପୟାନ୍ସ ଟ୍ରଫିକୁ ନେଇ ଆସିଲା ବଡ଼ ଖବର। ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଆସିଲା ବଡ଼ ଅପଡେଟ୍। ଚାମ୍ପିୟନ୍ସ ଟ୍ରଫି ୨୦୨୫ ଆୟୋଜନ କରିବାର ଅଧିକାର ପାକିସ୍ତାନକୁ ମିଳିଥିଲେ ହେଁ ଭାରତ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ସେଠାକୁ ଯିବ ନାହିଁ। ଓ ପାକିସ୍ତାନର ମ୍ୟାଚ୍‌କୁ ନେଇ ଆଜି ଆଇସିସି ବଡ଼…

କ’ଣ ହେବ ଇଣ୍ଡିଆ ମେଣ୍ଟର…

ଓଏଲ୍‌ ବ୍ୟୁରୋ: ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଇଣ୍ଡିଆ ମେଣ୍ଟରେ ଫାଟ। ଇଣ୍ଡିଆ ମେଣ୍ଟର ଜଣେ ପରେ ଜଣେ ସଦସ୍ୟ ଗଠବନ୍ଧନର ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି। ଉଦ୍ଧବ ଠାକରେଙ୍କ ପରେ ଲାଲୁ ଯାଦବ ଗଠବନ୍ଧନର ନେତୃତ୍ବ ରାହୁଲ ଗାନ୍ଧିଙ୍କ…

ଆଡିଲେଡ୍‌ ଅନ୍ଧାର: ଚାଲିଥିଲା ମ୍ୟାଚ,…

ଓଏଲ୍‌ ବ୍ୟୁରୋ: ଗୋଲାପି ଟେଷ୍ଟରେ ଫ୍ଲଡ ଲାଇଟ୍‌ର ଲୁଚକାଳି ଖେଳ। ଆଡିଲେଡରେ ଖେଳାଯାଉଥିବା ଦିବାରାତ୍ର ଟେଷ୍ଟରେ ବିଦ୍ୟୁତ ବିଭ୍ରାଟ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆ ଇନିଂସର ୧୮ ତମ ଓଭରରେ ଫ୍ଲଡ ଲାଇଟ୍‌ ବନ୍ଦ ହେବାରୁ କିଛି ସମୟ ପାଇଁ ଖେଳରେ ବ୍ରେକ୍‌ ଲାଗିଥିଲା। ପରେ ଲାଇଟ୍‌ ଆସିଥିଲା । ପୁଣି ୨…

ଗୋଲାପି ଟେଷ୍ଟ: ୧୮୦ରେ ଟିମ୍‌ ଇଣ୍ଡିଆ…

ଓଏଲ୍‌ ବ୍ୟୁରୋ: ଆଡିଲେଡରେ ଖେଳାଯାଉଥିବା ଗୋଲାପି ଟେଷ୍ଟର ପ୍ରଥମ ଦିନରେ ଟିମ୍‌ ଇଣ୍ଡିଆ ଅଲଆଉଟ୍‌। ଭାରତୀୟ ଦଳ ମାତ୍ର ୪୪ ଓଭରରେ ସମସ୍ତ ଓ୍ବିକେଟ ହରାଇ ୧୮୦ ରନ୍‌ କରିଛି। ଭାରତୀୟ ଦଳ ପକ୍ଷରୁ ନୀତୀଶ କୁମାର ରେଡ୍ଡୀ ସର୍ବାଧିକ ସ୍କୋରରେ ଥିବାବେଳେ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ସର୍ବାଧିକ ୬ ଟି…

ଭାରତୀୟ ପୁଞ୍ଜି ବଜାରରେ ବଡ଼ ହଲ୍‌ଚଲ୍,…

ଓଏଲ୍‌ ବ୍ୟୁରୋ: ଭାରତୀୟ ସେୟାର ମାର୍କେଟରେ ବି‌ଶ୍ବ ବଜାରର ଅସ୍ଥିରତାର ଛାପ। ତା ସଙ୍ଗକୁ ଆଦାନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିବା ଫଳରେ ଗୁରୁତର ପ୍ରଭାବିତ ହୋଇଛି ଭାରତୀୟ ସେୟାର ମାର୍କେଟ। ଗତ କିଛିଦିନ ହେବ ବିଶ୍ବ ବଜାରରେ ଅସ୍ଥିରତା ଲାଗି ରହିଥିବା ଯୋଗୁଁ ଭାରତୀୟ ସେୟାର ମାର୍କେଟ ପ୍ରଭାବିତ…

ଭାରତରୁ ଚୋରି ହୋଇଥିବା ୧୪୦୦ ପ୍ରାଚୀନ…

ଓଏଲ୍‌ ବ୍ୟୁରୋ: ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି ଆମେରିକା। ଭାରତକୁ ଚୋରି ହୋଇଥିବା ୧୪୦୦ରୁ ଅଧିକ ମୂର୍ତ୍ତି, କଳାକୃତିକୁ ହସ୍ତାନ୍ତର କରିଛି ଆମେରିକା। ଯାହାର ଦର ପାଖାପାଖୀ ୧୦ ନିୟୁତ ଡଲାର। ଭାରତୀୟ ମୁଦ୍ରା ହିସାବରେ ପ୍ରାୟ ୮୫ କୋଟି ଟଙ୍କା। ଏକ ସ୍ୱତନ୍ତ୍ର ସମାରୋହରେ ନ୍ୟୁୟର୍କସ୍ଥିତ ଭାରତୀୟ…

୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ କଲା…

ଓଏଲ୍‌ ବ୍ୟୁରୋ: ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଖେଳ ଆୟୋଜନ ପାଇଁ ଆଉ ପାଦେ ଆଗେଇଲା ଭାରତ। ୨୦୩୬ ଅଲିମ୍ପିକ୍ସ ଗେମ୍ସ ଆୟୋଜନ ପାଇଁ ନିଜ ଦାବି ଉପସ୍ଥାପନା କରିଛି ଭାରତ। ୨୦୩୬ ମସିହାରେ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଖେଳ ଆୟୋଜନ କରିବାକୁ ଆଇଓଏ ଆନୁଷ୍ଠାନିକ ଭାବେ ଭାରତର ଆଗ୍ରହ ପ୍ରକାଶ କରିଥିବା…