ଟ୍ରମ୍ପ୍ଙ୍କ ଭାରତ ଗସ୍ତ ଭାରତ-ଆମେରିକାର…
ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୨୪ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ । ଟ୍ରମ୍ପ୍ଙ୍କ ଏହି ଭାରତ ଗସ୍ତ ଭାରତ-ଆମେରିକାର ବନ୍ଧୁତାକୁ ସୁଦୃଢ଼ କରିବ ଏବଂ ଭାରତ ଟ୍ରମ୍ପ୍ଙ୍କୁ ଏକ ସ୍ମରଣୀୟ ସ୍ୱାଗତ ଜଣାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…