Odisha Link
Bridging the Missing Links in Odisha
Browsing Tag

India

ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ: ସଙ୍କଟରେ…

ଓଏଲ୍‌ ବ୍ୟୁରୋ: ଭାରତ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଖେଳା ଯାଉଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚର ପ୍ରଥମ ଦିନରେ ଟସ୍‌ ପଡ଼ି ପାରିନଥିଲା। ଦ୍ବିତୀୟ ଦିନ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ବ୍ୟାଟିଂ କରିବାର…

ଦେଶରେ ପ୍ରଥମଥର ପାଇଁ ଆରମ୍ଭ ହେଲା କବଚ…

ଓଏଲ୍‌ ବ୍ୟୁରୋ: ରେଳ ସୁରକ୍ଷା ଦିଗରେ ବଡ଼ ପଦକ୍ଷେପ ନେଇଛନ୍ତି ଭାରତ ସରକାର। ରେଳ ମନ୍ତ୍ରଣାଳୟ ନେଇ ଐତିହାସିକ ପଦକ୍ଷେେପ। ଦେଶରେ ଆରମ୍ଭ ହୋଇଛି କବଚ ୪.୦। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ବ୍ୟବସ୍ଥା କବଚ ୪.୦ର ଉଦଘାଟନ କରିଛନ୍ତି। ଭାରତ ରେଳବାଇର ମିଶନ ରଫତାର…

ଡିଜିଟାଲ୍‌ ଭାରତ ନିଧି: ଏହା କିପରି…

ଓଏଲ୍‌ ବ୍ୟୁରୋ: ଗ୍ରାମାଞ୍ଚଳରେ ଟେଲି ଯୋଗାଯୋଗ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ଟେଲିକମ୍‌ ମନ୍ତ୍ରାଳୟ ପକ୍ଷରୁ ଡିଜିଟାଲ ଭାରତ ନିଧି ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଗ୍ରାମାଞ୍ଚଳରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଇ ଟେଲି ଯୋଗାଯୋଗ ଭିତ୍ତିଭୂମିର ବିକାଶ ଲାଗି ତ୍ବରିତ…

ଚମକୁଛି ମଥୁରା, ଜନ୍ମାଷ୍ଟମୀ ପାଇଁ…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ। ଏଥିପାଇଁ ଉତ୍ସବମୁଖର ପଲ୍ଲୀରୁ ଦିଲ୍ଲୀ। ଏହି ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ମଠ ଓ ମନ୍ଦିର ଭଳିକି ଭଳି ରୂପରେ ସଜେଇ ହୋଇଛି। ଜନ୍ମାଷ୍ଟମୀର ମୁଖ୍ୟ ଆକର୍ଷଣ ହେଲେ ପ୍ରଭୁ ଶ୍ରୀ କୃଷ୍ଣ। ହେଲେ ଜନ୍ମାଷ୍ଟମୀର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ଦହିହାଣ୍ଡି…

ରାଜ୍ୟସଭାରେ ଉଠିଲା ଭିନେଶ ଫୋଗଟଙ୍କ…

ଓଏଲ୍‌ ବ୍ୟୁରୋ: ମଉଳିଯାଇଛି ଭାରତର ଆଉ ଏକ ପଦକ ଆଶା। ନିଶ୍ଚିତ ପଦକରୁ ଓହରିଲେ ଭିନେଶ ଫୋଗଟ। କାରଣ ପ୍ୟାରିସ୍‌ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହୋଇଛନ୍ତି ଭିନେଶ ଫୋଗଟ। ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ଏହି ଘଟଣାକୁ ନେଇ ଏବେ ବିଶ୍ଵବ୍ୟାପୀ ଚର୍ଚା ହେଉଥିବାବେଳେ ରାଜ୍ୟସଭାରେ…

ଲଗାତାର ନବମ ଥର ପାଇଁ ଅପରିବର୍ତ୍ତିତ…

ଓଏଲ୍‌ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ଼ ସୂଚନା ପ୍ରକାଶ ପାଇଛି। ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ରେପୋ ରେଟ୍ ପରିବର୍ତନ ନହେବାରୁ ଇଏମଆଇ ମଧ୍ୟ ବୃଦ୍ଧି ପାଇବନି ବୋଲି ସୂଚନା ମିଳିଛି। ରେପୋ ହାରକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଥିବା ଆରବିଆଇ ଗଭର୍ଣ୍ଣର…

ପ୍ୟାରିସ୍‌ ଅଲିମ୍ପିକ୍ସ: ଦ୍ବାଦଶ ଦିନରେ…

ଓଏଲ୍‌ ବ୍ୟୁରୋ: ଆଜି ପ୍ୟାରିସ୍‌ ଅଲିମ୍ପିକ୍ସର ୧୨ତମ ଦିନ। ଆଜି ଭାରତ ଦୃଷ୍ଟି କୋଣରୁ ଦେଖିଲେ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ଦିନ। ଆଜି ସାରା ବିଶ୍ବ ଦେଖିବ ଭାରତର ନାରୀ ଶକ୍ତିର ଝଲକ। ସୁଟିଂରେ ୩ଟି ପଦକ ଜିତିଥିବା ଭାରତ ଖାତାକୁ ଆଜି ଆଉ ଏକ ପଦକ ଆସିବା ନିଶ୍ଚିତ ହୋଇ ସାରିଛି। ଭାରତୀୟ ମହିଳା କୁସ୍ତି…

ଭାରତୀୟ ସଂସଦରେ ବାଂଲାଦେଶ ଝଡ଼,…

ଓଏଲ୍‌ ବ୍ୟୁରୋ: ଭାରତର ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶରେ ବଢ଼ିବାରେ ଲାଗିଛି ହିଂସା। ପ୍ରଧାନମନ୍ତ୍ରୀ ଶେଖ ହସିନା ପଦରୁ ଇସ୍ତଫା ଦେବା ସହ ବାଂଲାଦେଶର ସରକାର ଭାଙ୍ଗିଯାଇଛି। ଏସବୁ ଭିତରେ ଭାରତୀୟ ସଂସଦରେ ଆଜି ବାଂଲାଦେଶକୁ ନେଇ ଝଡ ଦେଖିବାକୁ ମିଳିଛି। ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଂକର କହିଛନ୍ତି…

ବାଂଲାଦେଶରେ ବଢୁଛି ହିଂସା, ଭାରତୀୟଙ୍କୁ…

ଓଏଲ୍‌ ବ୍ୟୁରୋ: ଭାରତର ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶରେ ବଢ଼ିବାରେ ଲାଗିଛି ହିଂସା। ଭାରତର ସଂସଦରେ ଚାଲିଛି ସର୍ବଦଳୀୟ ବୈଠକ। ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ବାଂଲାଦେଶରେ ହେଉଥିବା ହିଂସାକାଣ୍ଡର ସମସ୍ତ ବିବରଣୀ ଉପରେ ମତ ରଖୁଛନ୍ତି। ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ ମଧ୍ୟ ସାମିଲ ହୋଇଛନ୍ତି। ବୈଠକରେ…

ଅଶାନ୍ତ ବାଂଲାଦେଶ, ଭାରତୀୟ ନାଗରିକଙ୍କ…

ଓଏଲ୍ ବ୍ୟୁରୋ: ରବିବାର ସକାଳେ ବାଂଲାଦେଶ ବିଭିନ୍ନ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବିରେ ବିକ୍ଷୋଭକାରୀ ଏବଂ ଶାସକ ଦଳର ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଉପୁଜିଛି। ଏହି ସଂଘର୍ଷରେ ଅତି କମ୍‌ରେ ୧୪ ଜଣ ପୁଲିସ୍‌ କର୍ମଚାରୀଙ୍କ ସମେତ ଅତିକମରେ ୯୮ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଶହ ଶହ…