ପାକିସ୍ତାନରୁ ଆସିଥିବା ହସିନାଙ୍କୁ…
ନୂଆଦିଲ୍ଲୀ: ସାରା ଦେଶରେ ନାଗରିକତା ସଂଶୋଧନ ଆଇନକୁ ନେଇ ଲାଗି ରହିଛି ବିକ୍ଷୋଭ। ନାଗରିକତା ଆଇନ ସମ୍ବିଧାନ ବିରୋଧରେ ହୋଇଥିବା ନେଇ କହୁଛନ୍ତି ବରୋଧୀ। ଯାହାଫଳରେ ଦେଶରେ ବିରୋଧ ଦେଖିାବକୁ ମିଳିଛି। ହେଲେ ଏହି ବିରୋଧ ମଧ୍ୟରେ ପାକିସ୍ତାନରୁ ଆସିଥିବା ଜଣେ ମହିଳାଙ୍କୁ ଭାରତର ନାଗରିକତା ପ୍ରଦାନ…