ମାଷ୍ଟର ବ୍ଲାଷ୍ଟରଙ୍କୁ ପଛରେ ପକାଇଲେ…
ଓଏଲ୍ ବ୍ୟୁରୋ : ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଦମଦାର ବ୍ୟାଟିଂ କରିଛି ଟିମ୍ ଇଣ୍ଡିଆ। ରନ୍ ମେସିନ୍ ବିରାଟ କୋହଲି ୭୩ ତମ ଶତକୀୟ ଇନିଂସ୍ ଖେଳିଛନ୍ତି। ଦିନିକିଆ କ୍ୟାରିୟର ୪୫ ଶତକ ମାରିଛନ୍ତି ବିରାଟ। ଏଥିସହିତ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଏକ ରେକର୍ଡ ଭାଙ୍ଗିଥିବା ବେଳେ ଏକ…