Odisha Link
Bridging the Missing Links in Odisha
Browsing Tag

Indian Economy

ଦେଶର ଆର୍ଥିକ ସ୍ଥିତିରେ ସୁଧାର ପାଇଁ…

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଦେଶର ଆର୍ଥିକ ଭୁଶୁଡ଼ି ପଡ଼ିଛି। ପ୍ରଥମ ଲହର ଓ ଦ୍ୱିତୀୟ ଲହରରେ ବହୁଲୋକ ଜୀବିକା ହରାଇ ବେରୋଜଗାର ହୋଇଛନ୍ତି। ଅନେକ କମ୍ପାନୀ ମଧ୍ୟ କ୍ଷତି ସହିନପାରି କର୍ମଚାରୀ ଛଟେଇ କରିଛି। ଏବେ ଗରିବ ଲୋକ ଏବଂ ଜୀବିକାକୁ ସୁରକ୍ଷା ଦେବାର ସମୟ ଆସିଛି। ଏଥି ପାଇଁ ସରକାର…

ନୋଟବନ୍ଦୀରୁ କଣ ସୁଫଳ ମିଳିଲା: ରାହୁଲ

ନୂଆଦିଲ୍ଲୀ: ଦେଶର ଅର୍ଥବ୍ୟବସ୍ଥାକୁ ନେଇ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ନିଜର ଭିଡିଓ ସିରିଜର ୨ୟ ଭାଗ ଟୁଇଟରରେ ସେୟାର କରି ପୁଣିଥରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଭିଡିଓରେ ରାହୁଲ ନୋଟବନ୍ଦୀ ପ୍ରସଙ୍ଗରେ କହିଛନ୍ତି। କଂଗ୍ରେସ ନେତା…

ଅଭିବୃଦ୍ଧି ହ୍ରାସ ହେବ ଜାଣିଥିଲା ରିଜର୍ଭ…

ମୁମ୍ବାଇ: ବର୍ଷ ଆରମ୍ଭରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଭିବୃଦ୍ଧି କମିବ ବୋଲି ଜାଣି ନେଇଥିଲା। ସମ୍ଭାବ୍ୟ ସ୍ଥିତିକୁ ମୁକାବିଲା କରିବା ପାଇଁ ବାରମ୍ବାର ସୁଧ ହାର ହ୍ରାସ କରିଥିଲା। ଏହା ସତ୍ତ୍ବେ ଅଭିବୃଦ୍ଧି‌ର ହ୍ରାସକୁ ରୋକାଯାଇପାରିନଥିଲା। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି,…